୧-ବେଆଇନ ନିର୍ମାଣ ବିରୋଧରେ ସର୍ବକ୍ଷମା ଆବେଦନ ଅବଧି ୧୫ ଦିନ ବୃଦ୍ଧି କଲେ ରାଜ୍ୟ ସରକାର।
୨-ବେଜିଂ: ମୃତ୍ୟୁ ସଂଖ୍ୟା ୪୨୭ଜଣ,୨୦୪୩୮ଜଣ ଆକ୍ରାନ୍ତ, କରୋନା ଆତଙ୍କରେ ଥରୁଛି ଚୀନ୍, ସାରା ବିଶ୍ବରେ ସତର୍କତା: ଭୟଙ୍କର ଭୂତାଣୁକୁ ଚେକ୍ ଦେବାକୁ ପ୍ରତିଷେଧକ ପଦକ୍ଷେପ ଜୋରଦାର।
୩-ସର୍ବଭାରତୀୟ ଚାଟାର୍ଡ ଆକାଉଣ୍ଟସ ଫାଉଣ୍ଡେସନ ପରୀକ୍ଷାରେ କଳାହାଣ୍ଡିର ସାଇନା ଅଗ୍ରୱାଲ ଟପ୍ପର।
୪-ଭୁବନେଶ୍ୱର: ସର୍ଭେ ଆରମ୍ଭ କଲା ASI, ଶିଶୁପାଳଗଡ଼ ଭାଗ୍ୟ ବଦଳିବ।
୫-ଭୁବନେଶ୍ୱର:ଏଣିକି ଗୋଟିଏ ଅଫିସରେ କିରାଣୀଙ୍କ ୬ ବର୍ଷ ଚାକିରୀ ପରେ ବଦଳି:ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ।
୬-ପାକିସ୍ଥାନକୁ ୧୦ ଓ୍ବିକେଟରେ ହରାଇ ୧୯ ବର୍ଷରୁ କମ୍ ବିଶ୍ୱ କପ୍ କ୍ରିକେଟ୍ ଫାଇନାଲ୍ରେ ଭାରତ।
୭-ମୋଦୀ ସରକାରଙ୍କ ଅଭିନବ ଯୋଜନା, ସପିଂ କର, ଜିଏସଟି ବିଲ୍ ଆଣ ଏବଂ ୧୦ ଲକ୍ଷରୁ ୧ କୋଟି ଲଟେରୀ ଜିତ।
୮-କରୋନା ଆତଙ୍କ ! ପିଲାମାନଙ୍କୁ ଥଣ୍ଡା ଜର ଲକ୍ଷଣ ଦେଖାଗଲେ ଶିକ୍ଷକ କରାଇବେ ତୁରନ୍ତ ଚିକିତ୍ସା ବ୍ୟବସ୍ଥା:ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।
୯-ନୂଆଦିଲ୍ଲୀ:ନିର୍ଭୟା ମାମଲା- ଦୋଷୀଙ୍କୁ ଅଲଗା ଅଲଗା ଦିଆଯାଇପାରେ ଫାଶି, ଆଜି ରାୟ ଦେଇ ପାରନ୍ତି ହାଇକୋର୍ଟ।
୧୦-ବାର୍ଡ଼ ଫ୍ଲୁ ଆତଙ୍କ! ୩ ମାସ ପାଇଁ ସିଲ୍ ହେଲା ଓୟୁଏଟି କୁକୁଡ଼ା ଫାର୍ମ।
୧୧-ସମ୍ବଲପୁର:ବିଭିନ୍ନ ଦାବୀ ନେଇ ଆଜି 12 ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା।