୧-ରଙ୍ଗ୍ ଡ୍ରାଇଭିଂ କଲେ ଚକା ହେବ ଲିକ୍, ରାସ୍ତାରେ ଲାଗିବ ସ୍ପାଇକ୍ ବ୍ୟାରିଅର।
୨-ରେଲଓ୍ଵେରେ ଓଡ଼ିଶାକୁ ମିଳିଲା ୪୩୭୩ କୋଟି ଟଙ୍କା, ସମ୍ବଲପୁର-ଗୋପାଳପୁର ନୂଆ ଲାଇନକୁ ମଞ୍ଜୁରୀ।
୩-ନୂଆ ଦିଲ୍ଲୀ: ରାମମନ୍ଦିର ନିର୍ମାଣ ଟ୍ରଷ୍ଟ ଗଠିତ,୧୫ଜଣ ସଦସ୍ୟ ସହିତ ଜଣେ ଦଳିତ ସାମିଲ ହେବେ।
୪-ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ରାତି ୧୦ରେ ଉଠିବ ଜାଗର ଦୀପ, ମନ୍ଦିର ଆଗରେ ହେବ ଛାମୁଣ୍ଡିଆ।
୫-ବେଜିଂ:କରୋନା ମୃତ୍ୟୁ ସଂଖ୍ୟା ୫୦୦ ଛୁଇଁଲା,୨୪ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ।
୬-ଭୁବନେଶ୍ୱର: ପ୍ରିୟଙ୍କା ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା:ସୂରଜ ଯୋଜନାରେ ଦିଆଯିବ ସମ୍ବର୍ଦ୍ଧନା। ସରକାର ବହନ କରିବେ ଝିଅର ସବୁ ଚିକିତ୍ସା ଖର୍ଚ୍ଚ।
୭-ଆସନ୍ତା ୧୦ ତାରିଖ ଯାଏ ଲାଗି ରହିବ ବର୍ଷା, ୧୦ରୁ ଅଧିକ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି।
୮-ଜାତୀୟକରଣ ବ୍ୟାଙ୍କରେ ରହିବ ଶ୍ରୀମନ୍ଦିର ଟଙ୍କା।ଯେଉଁ ବ୍ୟାଙ୍କ ସର୍ବାଧିକ ସୁଧ ଦେବ ତା ପାଖରେ ୫୦% ଅର୍ଥ ଜମା ରହିବ ।
୯-ଅଶ୍ଲୀଳ ଭିଡିଓ ଏବେ ଚ୍ୟାଲେଞ୍ଜ, ରୋକିବାକୁ କେନ୍ଦ୍ର ସରକାରଙ୍କ ବ୍ୟାପକ ଯୋଜନା: ସୋସିଆଲ ମିଡିଆରେ ରିଭେଞ୍ଜ ପର୍ଣ୍ଣୋଗ୍ରାଫିକୁ ଦିଆଯିବ ବ୍ରେକ୍।
୧୦-ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ, ପ୍ରାକୃତିକ ବିପର୍ଯ୍ୟୟ ପାଇଁ କ୍ଷତିପୂରଣ ସହାୟତା ଓ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି କଲେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ।
୧୧-ହାମିଲଟନ:ଶ୍ରେୟସଙ୍କ ଶତକ ଉପରେ ଭାରି ପଡ଼ିଲା ଟେଲରଙ୍କ ଶତକ, ୫ ଟି-୨୦ ହାରିବା ପରେ ଶେଷରେ ଭାରତକୁ ହରାଇଲା ନ୍ୟୁଜିଲାଣ୍ଡ।
୧୨-ଭୁବନେଶ୍ୱର:ମଣିପୁର ଢାଚାଂରେ ଓଡ଼ିଶାରେ ନିର୍ମାଣ ହେବ କ୍ରୀଡ଼ା ବିଶ୍ବ ବିଦ୍ୟାଳୟ ।
୧୩-ସାରା ଦେଶର ସମବାୟ ବ୍ୟାଙ୍କକୁ ରେଗୁଲେଟ କରିବ ଆରବିଆଇ।
୧୪-ଭଲ ସ୍ଥିତିକୁ ଫେରୁଛି ଦେଶର ଅର୍ଥନୀତି, ମ୍ୟାନୁଫେକଚରିଂ ପରେ ଏବେ ସେବା କ୍ଷେତ୍ରର ବୃଦ୍ଧି ସାତ ବର୍ଷର ଶୀର୍ଷରେ।



