
ନବୀନ ଦାଶ: ବରଗଡ଼ ତୋରା ପଞ୍ଚାୟତ ବାନ୍ଦେନ୍ ଟିକ୍ରା ଗ୍ରାମରେ ଝୁଲନ୍ତା ଶବ କୁ ନେଇ ଏବେ ଆତଙ୍କ ରେ ଗ୍ରାମବାସୀ।ଶବ ଟି ଵିଲ ମଝିରେ ପାଖାପାଖି ୨୦ ରୁ ୨୫ଫୁଟ ଉଚ୍ଚରେ ଏକ ଗଛରେ ଝୁଲି ରହିଥିବା ବେଳେ ଶବ ଟି କାହାର ଓ କେବେ ଠାରୁ ଝୁଲୁଛି କାହାରିକୁ ଜଣାନାହିଁ।ଝୁଲନ୍ତା ଶବ କୁ ନେଇ ଲୋକେ ଘରୁ ବାହାରିବା ଓ ବିଲ କୁ ଯିବା ପାଇଁ ଭୟ କରୁଛନ୍ତି।