ଚାନ୍ଦବାଲି ବ୍ଲକରେ ତୃତୀୟ ପଞ୍ଚାୟତ ସମିତି ବୈଠକ ଅଙ୍ଗନୱାଡ଼ି ଓ ଶିକ୍ଷା,ଗମନାଗମନ,ଏନ ଆର ଜିଏସ, ପ୍ରଧାନମନ୍ତ୍ରୀ ଆବାସଯୋଜନା ଉପରେ ଗୁରୁତ୍ଵ


ଦେବକାନ୍ତ ମହାନ୍ତି( ଚାନ୍ଦବାଲି) ୨୭//୪//୨୦୨୨ – ଚାନ୍ଦବାଲି ଫଚାୟତ ସମିତିର ୩ୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି , ବୈଠକ ଆରମ୍ଭରୁ ୩୬ ଫଚାୟତର ସରପଞ୍ଚ ଓ ସମିତିସଭ୍ୟ, ଏବଂ ଜିଲ୍ଲାପରିଷଦର ସଭ୍ୟ ସଭ୍ୟା ମାନେ ସେମାନଙ୍କର ପରିଚୟ ପ୍ରଦାନ ପରେ ବୈଠକ ଆରମ୍ଭ ହୋଇଥିଲା ।

ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ମିନତି ସୂତାରଙ୍କ ଅଧ୍ୟକ୍ଷତାରେ ଚାନ୍ଦବାଲି ବିଧାୟକ ଡ଼. ବୋମକେଶ ରାୟ, ବିଡ଼ିଓ ଯୋତି ପ୍ରକାଶ ଦାସ , ତହସିଲଦାର ଶୁଶାନ୍ତ ସୂତାର,ଅତିରିକ୍ତ ତହସିଲ ଦାର ଦୀପ୍ତିରଞ୍ଜ ଜେନା , ଉପାଧ୍ୟକ୍ଷ ସରୋଜ ବଳ ପ୍ରମୁଖ ଉପସ୍ଥିତ ରହି ଅଙ୍ଗନୱାଡ଼ି ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ପାନିୟଜଳ,ଗମନାଗମନ,ସ୍ବାସ୍ଥ,ଶିକ୍ଷ୍ଯା,ଖାଦ୍ଯବଣ୍ଟନ,ସମସ୍ୟା ଆଦି ସଂପର୍କରେ ଆଲୋଚନା କରିଥିଲେ ।

ଏହି ବୈଠକରେ କୃଷି , ଅଙ୍ଗନୱାଡ଼ି, ଜଳସମ୍ପଦ, ଶିକ୍ଷା, ପାଳନୀୟଜ ଓ ବ୍ଲକର ସମସ୍ତ ସରକାରୀ ଅଧିକାରୀ ମାନେ ଯୋଗ ଦେଇ ଜନ ପ୍ରତିନିଧିଙ୍କ ପ୍ରଶ୍ନର ଉତର ରଖିଥିଲେ l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବରଗଡ଼ ତୋରା ବାନ୍ଦେନ ଟିକାରେ ଅଜଣା ବ୍ୟକ୍ତି ଙ୍କ ଝୁଲନ୍ତା ଶବ, ଆତଙ୍କରେ ଗ୍ରାମବାସୀ...

Wed Apr 27 , 2022
ନବୀନ ଦାଶ: ବରଗଡ଼ ତୋରା ପଞ୍ଚାୟତ ବାନ୍ଦେନ୍ ଟିକ୍ରା ଗ୍ରାମରେ ଝୁଲନ୍ତା ଶବ କୁ ନେଇ ଏବେ ଆତଙ୍କ ରେ ଗ୍ରାମବାସୀ।ଶବ ଟି ଵିଲ ମଝିରେ ପାଖାପାଖି ୨୦ ରୁ ୨୫ଫୁଟ ଉଚ୍ଚରେ ଏକ ଗଛରେ ଝୁଲି ରହିଥିବା ବେଳେ ଶବ ଟି କାହାର ଓ କେବେ ଠାରୁ ଝୁଲୁଛି କାହାରିକୁ ଜଣାନାହିଁ।ଝୁଲନ୍ତା ଶବ କୁ ନେଇ ଲୋକେ ଘରୁ ବାହାରିବା ଓ ବିଲ କୁ ଯିବା ପାଇଁ ଭୟ […]

You May Like

Pin It on Pinterest