୧-ଆହୁରି ୨, ୩ ଦିନ ବର୍ଷିବ, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି।
୨-୨୦୨୩ ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା : ମନ୍ତ୍ରୀ
୩-ରାଜ୍ୟ କ୍ୟାବିନେଟ ବୈଠକରେ ୮ଟି ପ୍ରସ୍ତାବରେ ବାଜିଲା ମୋହର, ସରକାରୀ ଚାକିରିଆଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରର ଜଣଙ୍କୁ ମିଳିବ ଗ୍ରୁପ ଡି ଚାକିରୀ।୧.୫୦ଲକ୍ଷ କୋଟିର ଚିଠା ବଜେଟକୁ ଅନୁମୋଦନ।
୪-ସଂଜୀବ ପାଣିଗ୍ରାହୀ ହେଲେ ଓଡ଼ିଶା ହାଇକୋର୍ଟ ବିଚାରପତି।
୫-ବେଜିଂ:’ବଜ୍ରକାପ୍ତାରୁ ବ୍ୟାପିଛି କରୋନା ଭାଇରସ’-ଚୀନ ସୋସିଆଲ ମିଡ଼ିଆରେ ଭାଇରାଲ।
୬-ବିଜୁ ଜୟନ୍ତୀରେ ୨୦ଲକ୍ଷ ବିଜୁ ପକ୍କାଘର ବାଣ୍ଟିବେ ସରକାର।
୭-ଲୋକସଭାରେ ଡ.ସାମନ୍ତଙ୍କ ପ୍ରଶ୍ନ: ଷ୍ଟେଟ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କାଉନସିଲ, SSTCsକୁ ପାଣ୍ଠି ପ୍ରଦାନ କରିବାକୁ କୌଣସି ସ୍ୱତନ୍ତ୍ର ଫ୍ରେମ୍ୱାର୍କ ଆରମ୍ଭ ପାଇଁ ପ୍ରସ୍ତାବ ଅଛି କି କେନ୍ଦ୍ର ସରକାରଙ୍କର ?
୮-ପଦ୍ମ ଭୂଷଣ ମନୋଜ ଦାସ ପାଇବେ କଳିଙ୍ଗ ସାହିତ୍ୟ ସମ୍ମାନ-୨୦୨୦।
୯-ଅକଲାଣ୍ଡ:ଆଜି ୨ୟ ଦିନିକିଆ : ସିରିଜ୍ ବଞ୍ଚାଇବା ଲକ୍ଷ୍ୟରେ ଭାରତ
୧୦-ନୂଆ ଫର୍ମୂଲାରେ ଆଦାୟ ହେବ ବିଏମସିର ହୋଲଡିଂ ଟ୍ୟାକ୍ସ, ୧୦ ଜଣ କିନ୍ନରଙ୍କୁ ନେଇ ବିଏମସି ଗଠନ କରିଛି କିନ୍ନର ସ୍ୱୀକୃତି ସ୍କ୍ଵାଡ୍।
୧୧-କଲିକତା: ଅକ୍ଷୟ ଶକ୍ତିର ପ୍ରଚାର ଓ ପ୍ରସାର ପାଇଁ, ଡଃ ଅଚ୍ୟୁତ ସାମନ୍ତଙ୍କ ମାର୍ଗଦର୍ଶନରେ ପରିଚାଳିତ କଳିଙ୍ଗ ଟିଭିକୁ ମିଳିଲା ‘ସେସି ଗ୍ରୀନ ଆଓ୍ବାର୍ଡ’ ।
୧୨-ଏସ୍ବିଆଇ ଦେଲା ଝଟକା -ସ୍ଥାୟୀ ଜମା ସୁଧ କମିଲା, ଶସ୍ତା ହେଲା ହୋମ ଓ ଅଟୋମୋବାଇଲ୍ ଲୋନ୍।
୧୩-ଖୁବଶିଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ରଣବୀର ଓ ଆଲିଆ, ବିବାହ ପ୍ରସ୍ତୁତି ଆରମ୍ଭ।