ଡାକ୍ତରୀ ଛାତ୍ର ମୃତ୍ୟୁରେ ମହମବତୀ ଶୋଭାଯାତ୍ରା…

ଶୁଭ୍ରକାନ୍ତ ରାଉତରାୟ:କଲେଇ ପଂଚାୟତ ର କଲେଇ ଗ୍ରାମର ର ରଞ୍ଜନ କୁମାର ପ୍ରଧାନଙ୍କ ଏକମାତ୍ର ପୁଅ ଶୁଭମ ପ୍ରଧାନ ସୋନୁଙ୍କର 24ବର୍ଷ ବୟସରେ ଭୁବନେଶ୍ୱରରେ ମଟରସାଇକେଲ ଦୁର୍ଘଟଣାରେ ମୃତ୍ୟୁ ଘଟିଛି |ଶୁଭମ ଥିଲେ ଜଣେ ଡାକ୍ତରୀ ଛାତ୍ର ତାହାସହ ସମାଜସେବା ରେ ଲିପ୍ତଥିଲେ ଯାହା ତାଙ୍କ ଗ୍ରାମ ଠାରୁ ରହୁଥିବା ଭୁବନେଶ୍ୱର ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି|

ତାଙ୍କର ଶେଷକୃତ୍ୟ ଭୁବନେଶ୍ୱର ସତ୍ୟନଗର ସ୍ମଶାନ ରେ କରାଯାଇଥିଲା |ତାଙ୍କର ଏପରି ଖବର ପାଇ ଗାଁ ରେ ଶୋକ ଖେଳିଯାଇଥିଲା!କଲେଇ ଯୁବକସଙ୍ଘ ପକ୍ଷରୁ ନିରବ ପାର୍ଥନା ସହ କ୍ୟାଣ୍ଡେଲ ଶୁଭାଯାତ୍ରା କରାଯାଇଥିଲା | ଅମର ଆତ୍ମା ର ସଦ୍ଗତି ନିମନ୍ତେ ପ୍ରାଥନା କରାଯାଇଛି |!ଏହି ଶୋଭାଯାତ୍ରା ଆଶିଷ ପରିଡା, ଜୟକୃଷ୍ଣ ପରିଡା, ଶ୍ୟାମଳ ଲେଙ୍କା, ବିଶ୍ୱମ୍ବର ନାୟକ, ଅମର ନାୟକ, ହେମନ୍ତ ସେଠି, ମୁକ୍ତିକାନ୍ତ ପରିଡା,ବସନ୍ତ ସ୍ୱାଇଁ, ମହେଶ୍ୱର ପରିଡା,ପୀତବାଶ ନାୟକ, ଜ୍ୟୋତି ସ୍ୱାଇଁ, ଚନ୍ଦ୍ରମଣି ନାୟକ ସମ୍ବାଦ ର ନଳାଙ୍ଗ ପ୍ରତିନିଧି ଅଭିଷେକ ନାୟକ ଓ ଅନ୍ୟାନ୍ୟ ଭଦ୍ର ବ୍ୟକ୍ତି ଭାଗ ନେଇଥିଲେ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକ ଡେପୁଟି ମେୟରଙ୍କ ଘର ଭାଙ୍ଗିବ ଇଡକୋ ୭ ଦିନ ମଧ୍ୟରେ ଜଗା ଖାଲି କରିବାକୁ ନୋଟିସ...

Tue May 3 , 2022
କଟକ ୦୩।୦୫: କଟକ ଡେପୁଟି ମେୟରଙ୍କ ଘର ଭାଙ୍ଗିବ ଇଡକୋ ।ଏ ନେଇ ଡେପୁଟି ମେୟରଙ୍କ କାନ୍ଥରେ ଲାଗିଲା ଉଚ୍ଛେଦ ନୋଟିସ। ୭ ଦିନ ମଧ୍ୟରେ ଜଗା ଖାଲି କରିବାକୁ ଇଡକୋ ପକ୍ଷରୁ ନୋଟିସରେ ଉଲ୍ଲେଖ କରାଯାଇଛି ।ଅର୍ଥାତ ମେ ୧୦ ତାରିଖରେ ସିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଟିମ୍ ଡେପୁଟି ମେୟରଙ୍କ ଘର ଉଚ୍ଛୋଦ କରିବ। ସୂଚନା ଅନୁଯାୟୀ, କଟକ ଜଗତପୁର ଶିଳ୍ପାଞ୍ଚଳରେ ଇଡକୋ ଜାଗାରେ ଥିବା ଘର ଗୁଡ଼ିକ ଉଚ୍ଛେଦ […]

You May Like

Pin It on Pinterest