୧-ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପାଟଣାର ହନୁମାନ ମନ୍ଦିର ଦାନ କରିବ ୧୦ କୋଟି ଟଙ୍କା।
୨-ଭୁବନେଶ୍ୱର: FIH ହକି ପ୍ରୋ ଲିଗ୍ ରେ ବିଶ୍ୱ ଚାମ୍ପିଅନ ବେଲଜିୟମକୁ ହରାଇଲା ଭାରତ।
୩-ଓଡ଼ିଶାରେ ୬୦୬ ଅଧ୍ୟାପକ ପଦବୀ ପୂରଣ ପାଇଁ ଜାରି ହେଲା ବିଜ୍ଞପ୍ତି, ପ୍ରାର୍ଥୀ ନିଟ୍ ଯୋଗ୍ୟତା ଅର୍ଜନ କରିଥିବା ଆବଶ୍ୟକ।
୪-ହନ୍ତସନ୍ତ କରୁଛି ଅଦିନିଆ ବର୍ଷା ସାଙ୍ଗକୁ ଶୀତ, କୋହଲା ପାଗ ସାଙ୍ଗକୁ ପୁଣି ଝିପଝିପ ବର୍ଷା, ଜନଜୀବନ ହେଉଛି ଅସ୍ତବ୍ୟସ୍ତ। ଆଜିଠାରୁ ବଦଳିବ ପାଗ।
୫-ପୁଣି ହାରିଲା ଭାରତ, ଦ୍ଵିତୀୟ ଦିନିକିଆକୁ ୨୨ ରନରେ ଜିତି ଶୃଙ୍ଖଳାରେ ୨-୦ ଅଗ୍ରଣୀ ହାସଲ କଲା ନ୍ୟୁଜିଲାଣ୍ଡ।
୬-କରୋନା ଭାଇରସ: ମୃତ୍ୟୁ ସଂଖ୍ୟା ୮୦୫, ଏସିଆ ମହାଦେଶକୁ ଅଧିକ ବିପଦ।
୭-ମାର୍ଚ୍ଚରେ ଧର୍ମଘଟ କରିବାକୁ ପୁଣି ଚେତାବନୀ, ୫ ଦିନ ରହିପାରେ ବ୍ୟାଙ୍କ ବନ୍ଦ।
୮-ପଞ୍ଜାବ: ନଗର ସଂକୀର୍ତ୍ତନ ବେଳେ ବିସ୍ଫୋରଣ, ଟ୍ରାକ୍ଟର ବ୍ଲାଷ୍ଟରେ 15 ମୃତ, 6 ଗୁରୁତର।
୯-କଣ୍ଟାବାଞ୍ଜି:ପ୍ରେମ ମାନେନା ସୀମା ସରହଦ, ନେପାଳ ଝିଅ ସାଜିଲେ କଣ୍ଟାବାଞ୍ଜି ବୋହୂ।
୧୦-ଦିଲ୍ଲୀ: ବୁଥ୍ ବାହୁଡ଼ା ମତ, ବିଜେପିର ବଢ଼ିବ ଆସନ କିନ୍ତୁ ହେବ ଆପ୍ ସରକାର।
୧୧-୧୯ ବର୍ଷରୁ କମ୍ ବିଶ୍ବକପ୍: ଆଜି ଭାରତ-ବାଂଲାଦେଶ ଫାଇନାଲ ମ୍ୟାଚ୍ ।