କୋରାପୁଟ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ଦଳରୁ ବହିସ୍କୃତ..

କୋରାପୁଟ :୦୫।୦୫: କୋରାପୁଟ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ଦଳରୁ ବହିସ୍କୃତ । କଲେଜ ଛାତ୍ରୀଙ୍କୁ ଅପହରଣ କରିଥିବା ନେଇ ଛାତ୍ର ସଭାପତି ଶିବରାଜ ଖଣ୍ଡପାନଙ୍କ ନାମରେ ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ ବିସିଂହପୁର ଥାନାରେ ଅଭିଯୋଗ ହେବାପରେ ଦଳ ତାଙ୍କୁ ବହିସ୍କୃତ କରିଛି ।

ଜିଲ୍ଲାର ଅନେକ ଥାନାରେ ଶିବରାଜଙ୍କ ନାମରେ ଅନେକ ସଙ୍ଗୀନ ମାମଲା ରହିଥିବା ନେଇଅପହୃତ ଛାତ୍ରୀଙ୍କ ମାଆ ଅଭିଯୋଗରେ ଦର୍ଶାଇଛନ୍ତି । ଅଭିଯୋଗ ଆଧାରରେ ପୋଲିସତଦନ୍ତ ଆରମ୍ଭ କରିଥିବା ବେଳ ଦଳ ଶିବରାଜଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନାଲଗୁଣ୍ଡା ଏବଂ ମତୋ ଓ ଚଉଦିଆରେ ନୂତନ ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ....

Thu May 5 , 2022
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୦୫//୦୫//୨୦୨୨ଚାନ୍ଦବାଲି ବ୍ଲକରେ ଅତ୍ୟନ୍ତ ଅସୁରକ୍ଷିତ ଏବଂ ବିପଦ ସଂକୁଳ ଅବସ୍ଥାରେ ଥିବା ୧୦ଟି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ହେବ ନବୀକରଣ ।ଚାନ୍ଦବାଲି ବ୍ଲକ ରେ ପ୍ରତେକ ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ପାଇଁ ଖର୍ଚ୍ଚ ହେବ ସାଢେ ଚାରିକୋଟିରୁ ଉର୍ଦ୍ଧ୍ବ ଟଙ୍କା । ଆଜି ଚାନ୍ଦବାଲି ବିଧାୟକ ଡ଼ଃ ବ୍ୟାମକେଶ ରାୟ ଓ ତହସିଲଦାର ସୁଶାନ୍ତ କୁମାର ସୁତାର , ଅତିରିକ୍ତ ତହସିଲଦାର ପ୍ରଶାନ୍ତ ମହାରଣା ଓ ଚେୟାରମ୍ୟାନ […]

You May Like

Pin It on Pinterest