୧-ଖୁବଶୀଘ୍ର ଏକ ଟଙ୍କିଆ ନୋଟ୍ ଜାରି କରିବେ କେନ୍ଦ୍ର ସରକାର।
୨-ସଂସଦରେ, IIT ପାଠ୍ୟକ୍ରମରେ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ କ୍ୟାରିୟର ସୁରକ୍ଷା ପ୍ରସଙ୍ଗ ଉଠାଇଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, କେନ୍ଦ୍ରମନ୍ତ୍ରୀ ରଖିଲେ ଉତ୍ତର।
୩-କଂଗ୍ରେସ ନେତା ହାର୍ଦିକ ପଟେଲଙ୍କ ବିରୋଧରେ ଦେଶଦ୍ରୋହ ମାମଲା, ଏନବିଡବ୍ଲୁ ଜାରି।
୪-ଗଞ୍ଜାମ ବସ୍ ଟ୍ରାଜେଡି ଘଟଣାରେ, ୪ଯନ୍ତ୍ରୀଙ୍କୁ ନିଲମ୍ୱିତ କରିଲେ ସରକାର।
୫-ଭୁବନେଶ୍ୱର:ଚୋରା ବନ୍ଧୁକ ବେପାର କରୁଥିବା ଅଭିଯୋଗରେ ଦୁଇ ଇଂଞ୍ଜିନିୟର ଛାତ୍ରଙ୍କୁ ଗିରଫ କଲା ଏସଟିଏଫ।
୬-ରାଜନଗର:ପୁରୀ, କୋଣାର୍କ ପରେ ଭିତରକନିକା ଓ ତାଳସାରିର ପାଳି ! ହୋଇପାରେ ବଡ଼ ପ୍ୟାକେଜ ଘୋଷଣା।
୭-କଳାହାଣ୍ଡି:ପିଲାଙ୍କୁ ଜଣା ନାହିଁ ନିଜ ଜିଲ୍ଲାର ନାମ, ଶିକ୍ଷକଙ୍କ ଦରମା ବନ୍ଦ କରିବା ଲାଗି ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ।
୮-ଦୁବାଇ:ଲୋକାର୍ପିତ ହେଲା ବିଶ୍ୱର ସର୍ବ ବୃହତ୍ 3-D printed ବିଲ୍ଡିଂ।
୯-ଭୁବନେଶ୍ୱର:ସମ୍ଭାବ୍ୟ ବିପର୍ଯ୍ୟୟ ପରିଚାଳନା ନେଇ ମାନସମନ୍ଥନ – ଏକାଠି ହୋଇଛନ୍ତି ଓଡ଼ିଶା ସମେତ ୬ଟି ରାଜ୍ୟ।
୧୦-Delhi assembly poll 2020: ଆଜି ସକାଳ ୮ଟାରୁ ଭୋଟଗଣନା,ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିଥିବା ୬୭୨ ପ୍ରାର୍ଥୀଙ୍କ ଜଣାପଡିବ ଭାଗ୍ୟଫଳ।