ଆଜିର ଖାସ୍ ଖବର

୧-ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି କରୋନା, 1100 ଟପିଲା ଚୀନରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା।

୨-ନୁଆ ଦିଲ୍ଲୀ:LPG ସିଲିଣ୍ଡର ପିଛା ୧୪୫ ଟଙ୍କା ବଢିଲା।

୩-୧୬ରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜ୍ରିୱାଲ ରାମଲୀଳା ମଇଦାନରେ।

୪-ରାଉରକେଲାରେ ନିର୍ମାଣ ହେବ TRT ସେଣ୍ଟର, 200 କୋଟି ଖର୍ଚ୍ଚ କରିବ କେନ୍ଦ୍ର, ଜମି ଯୋଗାଇଦେବ ରାଜ୍ୟ।

୫-25%ରୁ କମ୍ ନାମଲେଖା ହେଉଥିବା ୧୦ଟି ଡିଗ୍ରୀ କଲେଜକୁ ରାଜ୍ୟ ସରକାରଙ୍କ କାରଣଦର୍ଶାଅ ନୋଟିସ୍ ଜାରି।

୬-ପଞ୍ଚାୟତରାଜ ବିଭାଗର ଦକ୍ଷତା ମୂଲ୍ୟାୟନ: ଶୀର୍ଷରେ ସମ୍ବଲପୁର ଓ ଶେଷରେ କେନ୍ଦ୍ରାପଡ଼ା।

୭-ଭୁବନେଶ୍ଵର:ସରକାରଙ୍କ ଉଦାସିନତା ପାଇଁ କାନ ଧରି ରାଜରାସ୍ତାରେ ଆଣ୍ଠେଇଲେ ସିଟି ଓ ବିଏଡ୍ ଡିଗ୍ରୀଧାରୀ।

୮-କଂଗ୍ରେସ କଳି ପୁଣି କୁହୁଳିଲା , ନିରଞ୍ଜନ ହଟାଓ ଅଭିଯାନରେ ଦିଲ୍ଲୀରେ ମୋକ୍କିମ।

୯-ରାଜ୍ୟର ସଂଖ୍ୟାଲଘୁ ଧର୍ମାନୁଷ୍ଠାନର ବିକାଶ ପାଇଁ ୧୬ କୋଟି ମଞ୍ଜୁର, ସ୍ବତନ୍ତ୍ର ସମସ୍ୟା ପାଣ୍ଠିରୁ ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ।

୧୦-ଗଠନ ହେଲା ଓବିସି କମିଶନ; ଅଧ୍ୟକ୍ଷ ହେଲେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଘୁନାଥ ବିଶ୍ୱାଳ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri Feb 14 , 2020
୧-କଲବଲ କରିବ ଗ୍ରୀଷ୍ମ। ଭୟଙ୍କର ହେବ ଏ ବର୍ଷର ତାପମାତ୍ରା,ବିଶେଷଜ୍ଞଙ୍କ ଆକଳନରେ ଗତବର୍ଷ ତୁଳନାରେ ଏବର୍ଷ ଅଧିକ ୧-୨ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା। ୨-ଭୁବନେଶ୍ୱର:April ପହିଲାରୁ BS-IV ଯାନର ପଞ୍ଜିକରଣ ବନ୍ଦ। ୩-ଟ୍ରାଫିକ୍ ଜାମରେ ଫଶି ଶିଶୁ ମୃତ୍ୟୁ ଘଟଣା, ଟ୍ରାଫିକ ଡିସିପି ଓ କ୍ୟାପିଟାଲ ହସପିଟାଲକୁ ରିପୋର୍ଟ ତଲବ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ୪-ଆଜିଠାରୁ ବଜେଟ୍ ଅଧିବେଶନ।ପୋଡିୟମ ନିକଟକୁ ଆସିଲେ କାର୍ଯ୍ୟାନୁଷ୍ଠାନ: ବାଚସ୍ପତି। […]

You May Like

Pin It on Pinterest