ଆଜିର ଖାସ୍ ଖବର

୧-ସରକାରୀ କର୍ମଚାରୀଙ୍କୁ ନବୀନଙ୍କ ଭେଟି, ୫% ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର।

୨-ଯାଜପୁର:କିନ୍ନରଙ୍କୁ ଗୁରୁଦାୟିତ୍ୱ , ସରକାରୀ ଯୋଜନାକୁ ପହଂଚାଇବେ ସାଧାରଣ ଲୋକଙ୍କ ପାଖରେ।

୩-୧୦ ଜୀବନ ଗଲାପରେ ଶକ୍ତି ବିଭାଗର ଭାଙ୍ଗିଲା ନିଦ, କମ୍ ଉଚ୍ଚତାରେ ଝୁଲିଥିବା ୧୧ କେଭି ତାରର ସ୍ଥାନ ଚିହ୍ନଟ କଲା ଶକ୍ତି ବିଭାଗ।

୪-ଖୋଲିଲା ଅନୁପ ସାଏଙ୍କ ଡବଲ ମର୍ଡର ମିଷ୍ଟ୍ରି, ପରକୀୟା ପ୍ରୀତିରୁ ଫିଲ୍ମ ଷ୍ଟାଇଲରେ ହୋଇଥିଲା ହତ୍ୟାକାଣ୍ଡ।

୫-ଚାଇଁ ଚାଇଁ ଲାଗୁଛି ଟାଇଁ ଟାଇଁ ଖରା : ତାତି ବଢୁଛି, ଆହୁରି ବଢ଼ିବ; ପାଞ୍ଚ ଦିନ ପରେ ବର୍ଷା ସମ୍ଭାବନା।

୬-ଚାରି ଦିନିଆ ଭାରତ ଗସ୍ତରେ ପର୍ତ୍ତୁଗାଲ ରାଷ୍ଟ୍ରପତି : ଦୁଇ ଦେଶ ମଧ୍ୟରେ ୧୪ଟି ରାଜିନାମା ସ୍ୱାକ୍ଷରିତ।

୭-ଆସିଲା ନୂଆ ନିୟମ,ଆମ୍ବୁଲାନ୍ସକୁ ଅଟକାଇଲେ ୧୦ହଜାର ଫାଇନ୍,ଗିରଫ ହେବେ ଡ୍ରାଇଭର।

୮-ଆଜିଠାରୁ CBSE ଦଶମ ଓ ଦ୍ଵାଦଶ ପରୀକ୍ଷା ଆରମ୍ଭ।

୯-ଉତ୍ତର ପ୍ରଦେଶ ସିଏଏ ବିରୋଧୀ ବିକ୍ଷୋଭ : ୨୧ ଲକ୍ଷ ଟଙ୍କା କ୍ଷତିପୂରଣ ଆଦାୟ ପାଇଁ ୧୩ ଜଣଙ୍କୁ ନୋଟିସ୍‍।

୧୦-୫Tକୁ ଆହୁରି କରାଯିବ ଜନାଭିମୁଖୀ, ରାଜସ୍ବ ସେବା ବର୍ଗର ୨୫୦ ଜଣ ଅଧିକାରୀଙ୍କୁ ଦିଆଗଲା ପଦୋନ୍ନତି।

୧୧-ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆଜି ବଲାଙ୍ଗିରରେ ଉଦ୍‌ଘାଟିତ ହେବ ମୋତିଲାଲ ଓସଓ୍ଵାଲ-କିସ୍‌ ଆବାସିକ ଜନଜାତି ବିଦ୍ୟାଳୟ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Feb 16 , 2020
୧-କରୋନା ଅପଡେଟ: ଫ୍ରାନ୍ସରେ ପ୍ରଥମ ମୃତ୍ୟୁ – ବିଶ୍ୱରେ ୬୭ ହଜାର ଆକ୍ରାନ୍ତ। ୨-ଆଉ ଲାଗିବନି ଟ୍ରାଫିକ୍ ଜାମ, ଜାଭିୟରରୁ ପଟିଆ ଯାଏ ନୂଆ ରାସ୍ତା।ଆସନ୍ତା ୧୭ ବା ୧୮ ତାରିଖ ସୁଦ୍ଧା ଲୋକଙ୍କ ପାଇଁ ଏହି ନୂଆ ରାସ୍ତା ଖୋଲିବ। ୩-ବଲାଙ୍ଗିରରେ ମୋତିଲାଲ୍ ଓସୱାଲ କିସ୍‌ ଆବାସିକ ବିଦ୍ୟାଳୟକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ୧୫ଶହ ଛାତ୍ରଛାତ୍ରୀ ରହି ପାଠ ପଢିବା ପାଇଁ ହୋଇଛି ବ୍ୟବସ୍ଥା। ୪-ଆଜି କେଜେରିଓ୍ବାଲଙ୍କ ଶପଥଗ୍ରହଣ, […]

You May Like

Pin It on Pinterest