୧-ଆଗାମୀ ୬ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ।୪୮ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓଡିଶାର କିଛି ଜିଲ୍ଲାକୁ ଘନ କୁହୁଡି ନେଇ ସତର୍କତା ଜାରି କଲା ପାଣିପାଗ ବିଭାଗ।
୨-ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ୍ ଓଡ଼ିଶାରେ ପାଠ ପଢ଼ିବାକୁ ହେଲେ ଦେବାକୁ ପଡ଼ିବ ନାହିଁ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା।
୩-କମାଲ କରିଛନ୍ତି ଓଡ଼ିଆ ପୁଅ, ମାଷ୍ଟରସେଫ୍-୬ର ବିଜେତା ହେଲେ ଅବିନାଶ ନାୟକ।
୪-ମହଙ୍ଗା ଭତ୍ତା,ବକେୟା ଦରମାର ମାତ୍ର ୧୦ପ୍ରତିଶତ ପ୍ରଦାନକୁ ବିରୋଧ କରି ୧୯ରେ ରାଜ୍ୟବ୍ୟାପୀ ଗର୍ଜିବେ ସରକାରୀ କର୍ମଚାରୀ।
୫-ବଣାଇ:ପାରିବାରିକ କଳହର କରୁଣ ପରିଣତି , ବଡ ଭାଇର ପୁରା ପରିବାରକୁ ହତ୍ୟା କଲା ସାନଭାଇ।
୬-ଟ୍ରମ୍ପଙ୍କ ଭାରତ ଗସ୍ତ: ୨୫ ଆଇପିଏସ ଓ ୧୦ ହଜାର ଯବାନଙ୍କ ହାତରେ ରହିବ ସୁରକ୍ଷା ଦାୟିତ୍ୱ।
୭-ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ଫିକ୍ସିଂ ପ୍ରସଙ୍ଗ, ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।
୮-ଭୁବନେଶ୍ୱର: ଯୁବତୀଙ୍କୁ କମେଣ୍ଟ ମାରି ଖସିଯିବା ବେଳେ ଯୁବକକୁ କାବୁ କଲେ ସ୍ଥାନୀୟ ଲୋକେ, ଉତ୍ତମ ମଧ୍ୟମ ଦେଇ ଥାନାରେ ଦେଲେ।
୯-ଆସନ୍ତା ୨୮ରେ ଓଡ଼ିଶା ଆସିବେ ଅମିତ ଶାହ, CAA ସମର୍ଥନ ରାଲିରେ ଯୋଗଦେବେ ଗୃହମନ୍ତ୍ରୀ।
୧୦-ଓଡ଼ିଶା ବୋର୍ଡ ଇତିହାସରେ ରେକର୍ଡ ସୃଷ୍ଟି କଲା କିସ୍, ଏକକାଳୀନ ୧୯୫୦ ଜଣ ଛାତ୍ରଛାତ୍ରୀ ଦେବେ ମାଟ୍ରିକ୍ ପରୀକ୍ଷା।
୧୧-ଫିଲ୍ମଫେୟାର ପୁରସ୍କାର: ରଣବୀର ଓ ଆଲିଆ ଶ୍ରେଷ୍ଠ ଅଭିନେତା, ‘ଗଲି ବଏ’କୁ ୧୦ ପୁରସ୍କାର।
୧୨-କବିସୂର୍ଯ୍ୟନଗର:ନକଲି ପ୍ରମାଣପତ୍ର ପାଇଁ ୨ ଶିକ୍ଷୟିତ୍ରୀ ବହିଷ୍କୃତ, ୧୪ଙ୍କ ନାମରେ ମାମଲା।