ଚାନ୍ଦବାଲି ବ୍ଲକ୍ ଯଶିପୁର ପଞ୍ଚାୟତରେ ପୋଷ୍ଟ ମାଷ୍ଟରଙ୍କ ସଂଦେହ ଜନକ ମୃତ୍ୟୁ…

ଦେବକାନ୍ତ ମହାନ୍ତି (ଚାନ୍ଦବାଲି):୧୫/୦୫- ଚାନ୍ଦବାଲି ବ୍ଲକ ଯଶିପୁର ପଂଚାୟତରେ ଜଣେ ଡ଼ାକ କର୍ମଚାରୀଣୀଙ୍କ ସଂଦେହ ଜନକ ଭାବେ ମୃତ୍ୟୁ ହୋଇଛି ।

ମୃତ ପୋଷ୍ଟମାଷ୍ଟର ଜଣକ ହେଉଛନ୍ତି ପିରାହାଟ ଥାନା ଅଧନ ଦୌଲତପୁର ଗାଁର ଅର୍ଚ୍ଚନା ପାଣିଗ୍ରାହୀ , ସେ ଯଶିପୁର ଡାକ କାର୍ଯ୍ୟାଳୟରେ ସହପୋଷ୍ଟମାଷ୍ଟର ଭାବେ କାର୍ଯ୍ୟ କରୁଥିଲେ । ସେ ପୋଷ୍ଟ କାର୍ଯ୍ୟାଳୟ ନିକଟରେ ଏକ ଭଡ଼ାଘରେ ରହୁଥିଲେ ହେଲେ ତାଙ୍କର ମୃତ ଦେହ ଆଜି ଝୁଲନ୍ତା ଅବସ୍ତାରେ ଉଦ୍ଧାର କରାଯାଇଛି ।

ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ପରେ ବ୍ୟଶଡ଼ା ପୋଲିସ ଶବକୁ ଜବଦ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ଜୋରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ସାଙ୍ଗଠନିକ କର୍ମଶାଳା...

Sun May 15 , 2022
ଦେଵକାନ୍ତ ମହାନ୍ତି(ଚାନ୍ଦବାଲି): ୧୫//୦୫//୨୦୨୨ ।ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ଚଡଦିଆ ରେଡକ୍ରସ ଭବନ ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଚାନ୍ଦବାଲି ଜୋନ ପକ୍ଷରୁ ଏକ ସାଙ୍ଗଠନିକ କର୍ମଶାଳା ବୈଠକ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକରେ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ ଓ ରାଜ୍ୟ ସହ ସମ୍ପାଦକ ପ୍ରଶାନ୍ତ ମିଶ୍ର ଜିଲ୍ଲା ସମ୍ପାଦିକ ଶୁଭେନ୍ଦୁ ମହାନ୍ତି, ଜିଲ୍ଲା ସହ ସମ୍ପାଦକ ଓ ସ୍ବାଭିମାନୀ ସାଥି ଗଣ ଉପସ୍ଥିତ ରହି […]

You May Like

Pin It on Pinterest