୧-ଭାଇରାଲ ହୋଇନାହିଁ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର, ସୂଚନା ଦେଲେ ବୋର୍ଡ କର୍ତ୍ତୃପକ୍ଷ।
୨-ଭୁବନେଶ୍ୱର ରାସ୍ତା ନିର୍ମାଣକୁ ନେଇ ସାଲିଆ ସାହି ବସ୍ତିରେ ଉତ୍ତେଜନା, 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ।
୩-ନୁଆ ଦିଲ୍ଲୀ:ଗଠିତ ହେଲା ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ, ମହନ୍ତ ନୃତ୍ୟଗୋପାଳ ଦାସ ଅଧ୍ୟକ୍ଷ ମନୋନୀତ। ଏପ୍ରିଲ ୪ରୁ ନିର୍ମାଣ ଆରମ୍ଭ।
୪-ଭୁବନେଶ୍ୱର: ବାଚନିକ ଭୋଟରେ କୃପାଳୁଜୀ ବିଶ୍ବବିଦ୍ୟାଳୟ ବିଲ୍ ବିଧାନ ସଭାରେ ପାରିତ।
୫-ସଜେଇ ହୋଇଛି କିଟ୍ ବିଶ୍ୱବିଦ୍ୟାଳୟ ।ଆରମ୍ଭ ହେବ ଏଠି ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା । ୧୭ଟି ଇଭେଣ୍ଟରେ ପରସ୍ପରକୁ ଟକ୍କର ଦେବେ ଦୁଇ ଶହ ୟୁନିଭର୍ସିଟିର ପ୍ରାୟ ୪୦୦୦ ଖେଳାଳି।
୬-ଭୁବନେଶ୍ୱର:ମାନିଲେ ମନ୍ତ୍ରୀ,୧୧୫ଟି ବିଦ୍ୟାଳୟର ନାହିଁ ନିଜସ୍ୱ ଗୃହ, ବାହାରେ ପାଠ ପଢୁଛନ୍ତି ୯୦ଟି ପ୍ରାଥମିକ ବିଦ୍ୟାଳୟର ପିଲା।
୭-କ୍ଷମତାସମ୍ପନ୍ନ “ପ୍ରଯୁକ୍ତି ଗୋଷ୍ଠୀ” ଗଠନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି।
୮-ରାମଙ୍କ ପ୍ରେମରେ ଭାରତୀୟ ରେଳ, ଗଡ଼ିବ ଶ୍ରୀ ରାମାୟଣ ଏକ୍ସପ୍ରେସ, ଆପଣ ବୁଲିବେ ୧୬ ରାତି ୧୭ ଦିନ।
୯-ଯାଜପୁର:ଦୃଢ ଇଛାଶକ୍ତି ଆଗରେ ହାର ମାନିଛି ବୟସ ,୫୮ବର୍ଷରେ ମାଟ୍ରିକ ପରୀକ୍ଷା ଦେଲେ ଅର୍ଚ୍ଚନା ଦାଶ।