ଆଜିର ଖାସ୍ ଖବର

୧-କରୋନା ଭାଇରସ: ମୃତ୍ୟୁ ସଂଖ୍ୟା ୨୧୨୦, ଆକ୍ରାନ୍ତ ସଂଖ୍ୟା ୭୬ ହଜାର ୨୬୨।

୨-ସ୍କୁଲ ପିଲାଙ୍କୁ ଅଟୋରେ ଯିବା ମନା, ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ।

୩-ପୁରୀ:ଶବ ମାଗୁଛି ନ୍ୟାୟ! ସ୍ଥାନ ଅଭାବ ଯୋଗୁଁ ,ଶବଦାହ ପାଇଁ ସ୍ୱର୍ଗଦ୍ୱାରରେ ୪ରୁ ୫ ଘଣ୍ଟା ଅପେକ୍ଷା କରୁଛନ୍ତି ସମ୍ପର୍କୀୟ।

୪-ପାଞ୍ଚ ମାସ ମଧ୍ୟରେ 38 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜୋରିମାନା ବାବଦରେ ଆଦାୟ କରିଛି ପରିବହନ ବିଭାଗ।

୫-ଆଉ ବଢିବନି ସର୍ବକ୍ଷମା ଅବଧି,କେରଳ ଢାଞ୍ଚାରେ ଭଙ୍ଗା ହେବ ଅଟ୍ଟାଳିକା।

୬-୨୦ ପ୍ରକାର ଫୁଲରେ ସଜେଇ ହୋଇଛନ୍ତି ପ୍ରଭୁ ଲିଙ୍ଗରାଜ ।ଆଜି ଜାଗର। ଝଲସୁଛି ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର।ରାତି ଦି’ ଟାରୁ ଟ୍ରାଫିକ କଟକଣା।

୭-ଭୁବନେଶ୍ୱର: ଖୋଲିବ ଜ୍ୟୋତିରଞ୍ଜନ ବେଉରା ଓରଫ୍‌ ଗୋଲଡେନ୍‌ ବାବାର ଆର୍ଥିକ କାରବାରର ଗୁମର, ଖୋଳତାଡ କରିବ ED।

୮-ରାଉରକେଲା:ପ୍ରଧାନଶିକ୍ଷୟତ୍ରୀ ନିଲମ୍ବିତ-କାର୍ଯ୍ୟରେ ଅବହେଳା ଯୋଗୁଁ ଆସି ନଥିଲା ଛାତ୍ରୀଙ୍କର ମାଟ୍ରିକ ପରୀକ୍ଷା ଆଡିମିଟ୍‌ କାର୍ଡ।

୯-ଭୁବନେଶ୍ୱର: ପଟିଆ ସ୍ଥିତ ବିଗ୍‌ ବଜାର ସିଲ୍‌: ଠିକ୍‌ ନାହିଁ ପରିମଳ, ଅଗ୍ନିନିର୍ବାପନ ଓ ପାର୍କିଂ ବ୍ୟବସ୍ଥା।

୧୦-ତଦନ୍ତରେ ଅବହେଳା ପାଇଁ ନିଲମ୍ବିତ ହେଲେ ବାସୁଦେବପୁର ଥାନା SI ମହାପ୍ରସାଦ ନାୟକ।

୧୧-ଭୁବନେଶ୍ୱର: ବନ୍ଦ ହୋଇପାରେ ବ୍ଲକ୍ ଗ୍ରାଣ୍ଡ ସ୍କୁଲ, ନିକଟସ୍ଥ ସରକାରୀ ବିଦ୍ୟାଳୟରେ ମିଶାଇବାକୁ ପ୍ରସ୍ତାବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଉତ୍କଳ ଙ୍କୁ ନବୀନ ଙ୍କ ଗୁରୁଦାୟିତ୍ୱ....କେନ୍ଦ୍ରାପଡା ବିଜେଡି ଜିଲ୍ଲା ସଭାପତି....

Sat Feb 22 , 2020
ବାସ୍ତବବ୍ୟୁରୋ କେନ୍ଦ୍ରାପଡା:ଛାତ୍ର ଜୀବନରୁ କିମ୍ବଦନ୍ତୀ ପୁରୁଷ ବିଜୁବାବୁଙ୍କ ,ନୀତି ଓ ଆଦର୍ଶରେ ଅନୁପ୍ରାଣିତ ଉତ୍କଳ କେଶରୀପରିଡାଙ୍କୁ, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଜିଲ୍ଲା ସଭାପତିର ଗୁରୁଦାୟିତ୍ୱ ରେ ଅଧିଷ୍ଠିତ କରିଛନ୍ତି । ଶୁକ୍ରବାର ସାଙ୍ଗଠନିକ ନିର୍ବାଚନ ହେବାର ଥିଲା। ହେଲେ ଏକମାତ୍ର ପ୍ରାର୍ଥୀ ଭାବରେ ଉତ୍କଳ ତାଙ୍କର ପ୍ରସ୍ତାବକ ଓ ସମର୍ଥକମାନଙ୍କ ସହିତ ପ୍ରାର୍ଥିପତ୍ର ଦାଖଲ କରିଥିଲେ। କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ପ୍ରସ୍ତାବକ ରହିଥିବା ବେଳେପୂର୍ବତନ […]

You May Like

Pin It on Pinterest