୧-ଭୁବନେଶ୍ୱର, କଳିଙ୍ଗ ବିହାର:ରାଜଧାନୀରେ ଛୋଟ ଛୁଆଙ୍କୁ ଲଗାଇ ଘର ଭିତରୁ ଲାପଟପ୍ ମୋବାଇଲ ପର୍ସ ଲୁଟି ନେଉଥିବା ବାପା ମାଆ ପିଲାଙ୍କୁ ଧରିଲେ ସ୍ଥାନୀୟ ଲୋକ।
୨-ମାଟ୍ରିକ ପରୀକ୍ଷାରେ କପି ଯୋଗାଇ ବାକୁ ଟଙ୍କା ଆଦାୟ କଲେ ଶିକ୍ଷକ- ଭିଡିଓ ହେଲା ଭାଇରାଲ।
୩-ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କଲେ ଆମେରିକା ରାଷ୍ଟ୍ରପତି, ଆଜି ସକାଳ ସାଢ଼େ ୧୧ଟାରେ ଅହମ୍ମଦାବାଦରେ ପହଞ୍ଚିବେ।
୪-ପିପିଲି:ଆଉ ଜଣଙ୍କୁ ଦଳି ଦେଲା ଦନ୍ତା- ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି,୮ ଗୁରୁତର।
୫-ଆଭ୍ୟନ୍ତରୀଣ ଓଡିଶା ଓ ଉତ୍ତର ଉପକୂଳରେ ଆଜିଠାରୁ ଦୁଇ ଦିନ ଘଡଘଡି ସହ ବର୍ଷା ସମ୍ଭାବନା।
୬-ଦି ନିଉ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଆୟୋଜିତ ହେଲା ଦେବୀ ଆୱାର୍ଡ ଉତ୍ସବ, ୧୨ ଜଣ ପ୍ରତିଭାଶାଳୀ ମହିଳାଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ।
୭-ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦେଲେ ବୀରାପ୍ପାନ୍ର ଝିଅ।
୮-ଡି. ଆଇଜନହାଓ୍ବରଙ୍କଠାରୁ ଟ୍ରମ୍ପଙ୍କ ପର୍ଯ୍ୟନ୍ତ; ୧୩ବର୍ଷରେ ଭାରତ ଗସ୍ତରେ ଆସିଛନ୍ତି ୬ଆମେରିକା ରାଷ୍ଟ୍ରପତି, ଟ୍ରମ୍ପ ସପ୍ତମ।
୯-୨୮ରେ ଓଡ଼ିଶା ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, କରିବେ ସିଏଏ ସପକ୍ଷରେ ରାଲି।
୧୦-ପୋଲସରା:ଖେଳ ହୋଇଗଲା କାଳ, ଗଞ୍ଜାମ ପାଳ ଗଦାରେ ନିଆଁ ଲାଗିବା ଘଟଣା, ଗୁରୁତର ଥିବା 4 ଶିଶୁଙ୍କ ମଧ୍ୟରୁ 3 ଜଣଙ୍କ ମୃତ୍ୟୁ।
୧୧-ପୋଲସରାରେ ନିଆଁ ଲାଗି ୩ ଶିଶୁଙ୍କ ମୃତ୍ୟୁ ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା।