ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ରେ ୮ବଖରା ଘର ଭସ୍ମୀଭୂତ…

ଶୁଭ୍ରକାନ୍ତ ରାଉତରାୟ(ଭଦ୍ରକ):ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ବ୍ଳକ ଅଧିନସ୍ଥ ସାହାଡ଼ା ପଂଚାୟତ ସମିଆ ଗାଁ ର ଖଣ୍ଡାସାହି ରେ ସଟ ସର୍କିଟ ରୁ ଅଗ୍ନିକାଣ୍ଡ ଘଟି ୮ ବଖରା ପୋଡ଼ି ପାଇଁସ ହୋଇଯାଇଛି|

ଅଗ୍ନିକାଣ୍ଡରେ ଉପେନ୍ଦ୍ର ବେହେରା,ସନାତନ ବେହେରା,ଅମୁଲ୍ୟ ବେହେରା, ଅଭୟ ବେହେରା ଙ୍କ ଘର ଜଳି ଯାଇଥିବା ସୂଚନା ମିଳିଛି, ଖବର ଯିବା ପରେ ଦମକଳ ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିଥିବା ସୂଚନା ମିଳିଛି|ଆଜି ସକାଳୁ ସ୍ଥାନୀୟ ଲୋକପ୍ରତିନଧି ପହଂଚି ସହାୟତାର ହାତ ବଢ଼ାଇବାକୁ ପ୍ରତିଶୃତି ଦେଇଛନ୍ତି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଟ୍ରକ୍ ପଛରେ ପିଟିଲା ଯାତ୍ରୀବାହି ଅଟୋ,ଜଣେ ମୃତ ୬ଜଣ ଗୁରୁତର...

Thu May 26 , 2022
ଶୁଭ୍ରକାନ୍ତ ରାଉତରାୟ (ଭଦ୍ରକ):୨୬/୫ -ଟ୍ରକ୍‌କୁ ପଛପଟୁ ପିଟିଲା ଯାତ୍ରୀବାହୀ ଅଟୋ। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।ଖବର ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥ […]

You May Like

Pin It on Pinterest