୧-ଆମେରିକା ପହଞ୍ଚିବା ପରେ ଟ୍ରମ୍ପଙ୍କ ଟ୍ୱିଟ୍ : ‘India was great, trip very sucessful’।
୨-ମାର୍ଚ୍ଚ ୩ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା, ମୂଲ୍ୟାୟନ କାର୍ଯ୍ୟରେ ଅବହେଳା କଲେ ଅଧ୍ୟାପକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ।
୩-୩୦ ଦେଶକୁ ବ୍ୟାପିଲାଣି କରୋନା ସଂକ୍ରମଣ – ୯ଟିରେ ସ୍ଥିତି ଉଦବେଗଜନକ,୧୨ ହଜାର ସଂକ୍ରମିତ ଏବେ ସୁସ୍ଥ।
୪-ରାୟଗଡ଼ାରେ ସର୍ବାଧିକ ଛାତ୍ରଛାତ୍ରୀ ଅଧାରୁ ପାଠପଢା ଛାଡ଼ୁଛନ୍ତି।
୫-ଭୁବନେଶ୍ୱର:ଏଥର ୭୦୦କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରିବାକୁ ବିଏମସିର ଯୋଜନା : ଆରମ୍ଭ ହୋଇଛି ପ୍ରି ବଜେଟ୍ କାମ।
୬-ଅଷ୍ଟମ ଥର ବିଜେଡ଼ି ମଙ୍ଗ ଧରିଲେ ନବୀନ ପଟ୍ଟନାୟକ, ସଭାପତି ଭାବରେ ନିର୍ଦ୍ୱନ୍ଦ୍ୱରେ ହେଲେ ନିର୍ବାଚିତ।
୭-ମୋ ସରକାରରେ ସାମିଲ ହେଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ପାଉତି ପାଇବାରେ ଲୋକଙ୍କୁ ମିଳିବ ସୁବିଧା।
୮-ମାର୍ଚ୍ଚ ମାସରେ କ୍ରମାଗତ ଭାବେ ୮ ତାରିଖ ରୁ ୧୫ ତାରିଖ ଯାଏଁ ବ୍ୟାଙ୍କ ବନ୍ଦ ରହିବ, ତେଣୁ ଜରୁରୀ କାମ ସାରି ନିଅନ୍ତୁ।
୯-ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେଲା ଜମ୍ମୁ-କାଶ୍ମୀର।
୧୦-ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା ୨୪ରେ ପହଞ୍ଚିଲା, ରତନ ଲାଲଙ୍କ ପରିବାରକୁ ୧ କୋଟି ସହାୟତା ଓ ଚାକିରି।
୧୧-ପାଣିପାଗ:ପାଗ ମୁଖ୍ୟତଃ ଶୁଖିଲା ରହିବ,ତିନି ଦିନ ଘନକୁହୁଡି ସମ୍ଭାବନା।
୧୨-ଖେଲୋ ଇଣ୍ଡିଆରେ ଓଡ଼ିଶାକୁ ସ୍ୱର୍ଣ୍ଣ, ଦଳଗତ ପୁରୁଷ ତୀରନ୍ଦାଜ ରିକର୍ଭରେ କିଟ୍ ବିଶ୍ୱବିଦ୍ୟାଳୟର ସ୍ୱର୍ଣ୍ଣ ପଦକ ହାସଲ।
୧୩-ଚଳିତ ବର୍ଷ +୨ ବିଜ୍ଞାନ, କଳା ବାଣିଜ୍ୟରେ ପରୀକ୍ଷା ଦେବେ କିସର ୧୪ଶହ ଛାତ୍ରଛାତ୍ରୀ, ପେନ ଦେଇ ଶୁଭେଚ୍ଛା ଜଣାଇଲେ ପ୍ରତିଷ୍ଠାତା ଡ଼.ଅଚ୍ୟୁତ ସାମନ୍ତ।