ଆଜିର ଖାସ୍ ଖବର

୧-ହେଲଥ କେୟାର ଆଣ୍ଡ ଏଜୁକେସନ୍‌ ସମିଟ୍‌ରେ କିମ୍‌ସକୁ ପୁରସ୍କାର, ମୋଷ୍ଟ ଇନୋଭେଟିଭ୍‌ ମେଡିକାଲ କଲେଜ ଓ ହସ୍ପିଟାଲର ପୁରସ୍କାର ପାଇଲା KIMS.

୨-ଓଡ଼ିଶାର ସମସ୍ତ ଗ୍ରୁପ୍-୩ ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର, ଏଣିକି ପଦୋନ୍ନତି ପାଇଁ ଦେବାକୁ ପଡିବନାହିଁ ସିସିଆର।

୩-ଆଜି ଚାରି ରାଜ୍ୟ ସହ ବିକାଶ ଚର୍ଚ୍ଚା,ଯୋଗଦେବେ ଅମିତଶାହା। ସାମିଲ ହେବେ ନବୀନ,ମମତା ଓ ନିତିଶ।

୪-ଭୁବନେଶ୍ୱର: ପ୍ରମୁଖ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ବାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୩ କୋଟି ମଞ୍ଜୁର।

୫-ଏବେ ଗୁଗୁଲ ଟ୍ରାନସଲେଟ୍‌ରେ ଓଡିଆ।ଏଣିକି ଗୁଗୁଲ ଟ୍ରାନ୍ସଲେଟରରେ ଏବେ ଯୂଜର୍ସମାନେ ଇଂରାଜୀ ଓ ହିନ୍ଦୀ ଭାଷାର ଯେକୌଣସି ଶଦ୍ଧକୁ ଓଡିଆରେ ଅନୁବାଦ କରିପାରିବେ।

୬-ମହଙ୍ଗା ପଡ଼ିଲା ୨ ହଜାର ଟଙ୍କା ଲାଞ୍ଚ ନେବା, ଭିଜିଲାନ୍ସ ପଞ୍ଝାରେ ପଡ଼ିଲେ , କଟକ ତୁଳସୀପୁର ରଙ୍ଗଣୀ ସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ।

୭-KIUG:ଭାରୋତ୍ତୋଳନରେ ମନୋଜଙ୍କୁ ସ୍ବର୍ଣ୍ଣ: ଓଡ଼ିଶାର ପଦକ ସଂଖ୍ୟା ୫କୁ ବୃଦ୍ଧି।

୮-୧୯୨୮ଫେବୃଆରୀ ୨୮ ତାରିଖରେ ଡକ୍ଟର ଚନ୍ଦ୍ରଶେଖର ଭେଙ୍କଟ ରମଣ ଙ୍କ’ରମଣ ପ୍ରଭାବ’ ଜନ୍ମ ନେଇଥିବାରୁ ପ୍ରତିବର୍ଷ ଏହି ଦିବସକୁ ଜାତୀୟ ବିଜ୍ଞାନ ଦିବସ ରୂପେ ପାଳନ କରାଯାଉଛି।

୯-ସ୍ୱଦେଶ ଫେରିଲେ ଜାପାନରେ ଫସିଥିବା ଓଡ଼ିଆ ପୁଅ ଶିବାଶିଷଙ୍କ ସମେତ ୧୧୯ ଜଣ ଭାରତୀୟ।

୧୦-ନାଳରୁ ପୁଣି ୨ ଜଣଙ୍କର ମୃତଦେହ ଉଦ୍ଧାର- ଦିଲ୍ଲୀ ହିଂସାରେ ମୃତ୍ୟୁସଂଖ୍ୟା ୩୫କୁ ବୃଦ୍ଧି।

୧୧-ପାର୍ଟି ଚାନ୍ଦା ହାରରେ ୧୦୩ ପ୍ରତିଶତ ବୃଦ୍ଧି, ବିଜେପି ସବୁଠୁ ଧନୀ।

୧୨-ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌: ହ୍ୟାଟ୍ରିକ୍ ବିଜୟ ସହ ସେମିରେ ଭାରତ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Feb 29 , 2020
୧-ମେଲବର୍ଣ୍ଣ:ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ କ୍ରିକେଟ୍‌ , ଭାରତ-ଶ୍ରୀଲଙ୍କା ମୁକାବିଲା ଆଜି। ୨-ପ୍ରଚଣ୍ଡ ଉତ୍ତପ୍ତ ବର୍ଷ ହେବ ୨୦୨୦;ମାର୍ଚ୍ଚ-ଏପ୍ରିଲ-ମେ ମାସରେ ତାପମାତ୍ରା ଭାଙ୍ଗିବ ସବୁବର୍ଷର ରେକର୍ଡ। ୩-ହୋମଗାର୍ଡଙ୍କୁ ଦରମା ଦିଅ:ପିଛିଲା ଭାବେ ଦୈନିକ ୫୦୦ ଟଙ୍କା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ୪-ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା:କିଟ୍‌ ମହିଳା ରଗ୍‌ବୀଦଳକୁ ସ୍ବର୍ଣ୍ଣ , ପୁରୁଷକୁ ବ୍ରୋଞ୍ଜ। ୫-ମାତ୍ର ତିନି ଦିନ ପରେ ଯୁକ୍ତ ଦୁଇ ପରୀକ୍ଷା।ଚଳିତ ବର୍ଷ ୧୧୪୩ ପରୀକ୍ଷା କେନ୍ଦ୍ରରେ […]

You May Like

Pin It on Pinterest