ଆଜିର ଖାସ୍ ଖବର

୧-ମେଲବର୍ଣ୍ଣ:ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ କ୍ରିକେଟ୍‌ , ଭାରତ-ଶ୍ରୀଲଙ୍କା ମୁକାବିଲା ଆଜି।

୨-ପ୍ରଚଣ୍ଡ ଉତ୍ତପ୍ତ ବର୍ଷ ହେବ ୨୦୨୦;ମାର୍ଚ୍ଚ-ଏପ୍ରିଲ-ମେ ମାସରେ ତାପମାତ୍ରା ଭାଙ୍ଗିବ ସବୁବର୍ଷର ରେକର୍ଡ।

୩-ହୋମଗାର୍ଡଙ୍କୁ ଦରମା ଦିଅ:ପିଛିଲା ଭାବେ ଦୈନିକ ୫୦୦ ଟଙ୍କା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।

୪-ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା:କିଟ୍‌ ମହିଳା ରଗ୍‌ବୀଦଳକୁ ସ୍ବର୍ଣ୍ଣ , ପୁରୁଷକୁ ବ୍ରୋଞ୍ଜ।

୫-ମାତ୍ର ତିନି ଦିନ ପରେ ଯୁକ୍ତ ଦୁଇ ପରୀକ୍ଷା।ଚଳିତ ବର୍ଷ ୧୧୪୩ ପରୀକ୍ଷା କେନ୍ଦ୍ରରେ ମୋଟ ୩ ଲକ୍ଷ ୫୦ ହଜାର ୮ଶହ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

୬-ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ପ୍ରକଳ୍ପକୁ ମଞ୍ଜୁରୀ: ୨୫ କୋଟି ଟଙ୍କା ବ୍ୟୟବରାଦ।

୭-ଏପ୍ରିଲ ମାସ ୮ ଓ ୯ ତାରିଖ ଦୁଇଦିନ ଓଡିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବ ଅଳଙ୍କାର ପ୍ରଦର୍ଶନୀ

୮-କଟକ: ଦୃର୍ବୁତ୍ତମାନେ ଦିନ ଦ୍ୱିପହରରେ ଗାଡ଼ି କାଚ ଭାଙ୍ଗି ଶିକ୍ଷକଙ୍କଠାରୁ ଲୁଟି ନେଲେ ୪ ଲକ୍ଷ ଟଙ୍କା।

୯-ବରଗଡ଼:ସିନ୍ଥିରେ ଭରିଲେ ସିନ୍ଦୂର: ଅନାଥ ଝିଅ ଚାନ୍ଦିନୀର ହାତ ଧରିଲେ ଯୁବ ବ୍ୟବସାୟୀ ଖୀରୋଦ ଅଗ୍ରଓ୍ବାଲ୍‌।

୧୦-ନବୀନଙ୍କ ସହ ମିଶି ଓଡ଼ିଆ ଖାଦ୍ୟର ମଜା ନେଲେ ଗୃହମନ୍ତ୍ରୀ ଆମିତ ଶାହ, ମମତା ଓ ନୀତୀଶ।

୧୧-ସେୟାର ବଜାର ଉପରେ କରୋନା ମାଡ : ୧୧୫୦ ପଏଣ୍ଟ ଖସିଲା ସେନ୍‌ସେକ୍ସ, ଆମେରିକା ବଜାରକୁ ଝଟ୍‌କା , ବଡ ଅର୍ଥନୈତିକ ସଂକଟ ନେଇ ହେଲାଣି ଆଶଙ୍କା।

୧୨-Asia Cup ଆୟୋଜନ ନେଇ BCCI ସଭାପତି ଗାଙ୍ଗୁଲୀଙ୍କ ବଡ ବୟାନ, କହିଲେ ଦୁବାଇରେ ଖେଳିବେ ଭାରତ ଓ ପାକ୍।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେନ୍ଦ୍ରାପଡା ସାଂସଦଙ୍କ ପିଛାଛାଡୁନି ବିବାଦ

Sat Feb 29 , 2020
ବିବାଦ ସାଂସଦଙ୍କ ପିଛା ଛାଡୁ ନଥିବାବେଳେ । ପୁଣି ଫସିଲେ ସାସଂଦ ଅନୁଭବ ମହାନ୍ତି । ଏମିତି ଏକ ଅଡୁଆରେ ଛନ୍ଦି ହୋଇ ପଡିଛନ୍ତି କେନ୍ଦ୍ରାପଡା ସାଂସଦ । ବିଗତ ଦିନରେ ଯଦି ଆମେ ସାସଂଦଙ୍କ ରାଜନୈତିକ କ୍ୟାରିୟର ଉପରେ ନଜର ପକାଇବା । ତେବେ ନିଶ୍ଚିନ୍ତ ରୂପେ ମାନ୍ୟବର ସାଂସଦଙ୍କ ନାମରେ ଛୋଟବଡ ବହୁ ଘଟଣାକୁ ନେଇ ବିଭିନ୍ନ କେସ୍ ମାନ ଦାୟର କରାଯାଇଥିବା ବେଳେ । ଆଜି […]

You May Like

Breaking News

Pin It on Pinterest