ଆଜିର ଖାସ୍ ଖବର

୧-ଚଳିତ ମାସ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ହେବାକୁ ଥିବା ବ୍ୟାଙ୍କ ଧର୍ମଘଟକୁ ପ୍ରତ୍ୟାହୃତ।

୨-ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ଦୂତୀ ଚାନ୍ଦଙ୍କୁ ସ୍ୱର୍ଣ୍ଣ।

୩-ଶ୍ରୀକ୍ଷେତ୍ରରେ ଶ୍ରୀଜୀଉ ଓ ଏକାମ୍ର କ୍ଷେତ୍ରରେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ଅମିତ ଶାହ।

୪-ଇସ୍ପାତ ଓ ତାପଜ ବିଦ୍ୟୁତ ଉତ୍ପାଦନକୁ ସରକାର ଙ୍କ ଗୁରୁତ୍ୱ, ୬୯୨୩ କୋଟିର ୩ ପ୍ରକଳ୍ପକୁ ହାଇଲେଭଲ୍ କ୍ଲିଅରାନ୍ସ।

୫-ଆଜିଠାରୁ କଟକ-ଭୁବନେଶ୍ବର ମଧ୍ୟରେ ଚାଲିବ ସ୍ବତନ୍ତ୍ର ଟ୍ରେନ: ‘ଜନସାଧାରଣ ଏକ୍ସପ୍ରେସ’।

୬-ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା :କିଟ୍‌କୁ ୩ୟ ସ୍ବର୍ଣ୍ଣ ; ଓଡ଼ିଶା ପଦକ ସଂଖ୍ୟା ୧୧କୁ ବୃଦ୍ଧି।

୭-ମୋ ସରକାରରେ ସାମିଲ ହେଲା ଆଉ ୫ ବିଭାଗ : କ୍ରୀଡ଼ା ଓ ଯୁବ ବ୍ୟାପାର, ସଂସ୍କୃତି ଓ ପର୍ଯ୍ୟଟନ, ସୂଚନା ଏବଂ ଲୋକସମ୍ପର୍କ, ଜଙ୍ଗଲ ଓ ପରିବେଶ, ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ।

୮-ତିନି ତାରିଖରୁ +2 ପରୀକ୍ଷା, ପ୍ରଶ୍ନ ପତ୍ରରେ ଗାର ମାରିଲେ ବି କପି ବୋଲି ଧରାଯିବ, କେନ୍ଦ୍ରକୁ ବୈଦୁତିକ ସାମଗ୍ରୀ ଆଣିବା କଟକଣା।

୯-କଟକ ବଡ ମେଡିକାଲରେ ବିରଳ ଅସ୍ତ୍ରୋପଚାର । ଦେଢ ବର୍ଷର ଶିଶୁ ହାତରେ ପ୍ଲାଷ୍ଟିକ ସର୍ଜରୀ, ବିଶି ଆଙ୍ଗୁଠି କାଟି ବୁଢା ଆଙ୍ଗୁଠି ଭାବେ କରାଗଲା ପ୍ରତିରୋପଣ।

୧୦-ଆଉ ବଢିବ ନାହିଁ ଡେଡଲାଇନ, ଆଜିଠୁ କଡ଼ାକଡି ହେବ ଟ୍ରାଫିକ୍‌ ଚେକିଂ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon Mar 2 , 2020
୧-ପାଣିପାଗ: ଆଜି ରାଜ୍ୟର କିଛି ସ୍ଥାନରେ ସ୍ବଳ ବର୍ଷା ସମ୍ଭାବନା,୫ ଓ ୬ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା। ୨-୫୫ ପ୍ରତିଶତ ବିବାହିତ ଭାରତୀୟ ନିଜ ସାଥୀଙ୍କୁ ଦେଇଥାନ୍ତି ଧୋକା, ମହିଳା ଆଗରେ : ସର୍ଭେ ରିପୋର୍ଟ। ୩-କଟକ:ଡେଡ୍‌ଲାଇନ୍ ସରୁ ସରୁ ଧରପଗଡ ଜୋରଦାର, ବିନା ହେଲମେଟରେ ଗାଡ଼ି ଚଳାଇ ,୫ଶହ ମାଛ କିଣିବାକୁ ଆସି ହଜାରେ ଟଙ୍କାର ଗଣିଲେ ତଣ୍ଡ। ଆଜି ଠାରୁ ଗଳିକନ୍ଦିରେ […]

You May Like

Pin It on Pinterest