ଆଜିର ଖାସ୍ ଖବର

୧-କାୟା ବଢାଉଛି କରୋନା: ଦିଲ୍ଲୀ, ତେଲେଙ୍ଗାନା ପରେ ଜୟପୁରରେ ମିଳିଲା କରୋନା ସନ୍ଦିଗ୍ଧ, ଆଲର୍ଟରେ ଡିଜିସିଏ।

୨-ଜରିମାନା ଦେଲା ସାରା ଓଡ଼ିଶା । ୨୪ ଘଣ୍ଟାରେ କୋଟିଏ ଟଙ୍କାର ଫାଇନ ଗଣିଲେ ଗାଡ଼ି ଚାଳକ, ମଦ ପିଇ ଗାଡ଼ି ଚଲାଇ କନେଷ୍ଟବଳ ଗିରଫ ।

୩-ଭୁବନେଶ୍ୱର : ମୋ ସରକାରରେ ସାମିଲ ହୋଇଛି ଆଉ ୫ଟି ବିଭାଗ ।ସେଗୁଡ଼ିକ ହେଲା ସାମାଜିକ ସୁରକ୍ଷା ଏବଂ ଶସକ୍ତିକରଣ, ଜଳ ସଂପଦ, ହସ୍ତତନ୍ତ ଓ ବୟନ ଶିଳ୍ପ, ମତ୍ସ୍ୟ ଓ ପଶୁ ସଂପଦ ଏବଂ ସମବାୟ ବିଭାଗ।

୪-ତୃତୀୟ ଥର ପାଇଁ ଟଳିଲା ଫାଶୀ । ସାଢେ ୧୨ ଘଂଟା ପୂର୍ବରୁ ରଦ୍ଦ ହେଲା ଡେଥ୍ ୱାରେଂଟ । ଆଜି ଫାଶୀ ପାଇବେନି ନିର୍ଭୟା ସୈତାନ।

୫-ସୁରୁଖୁରୁରେ ଶେଷ ହେଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା, ମାର୍ଚ୍ଚ ୧୮ ରୁ ଆରମ୍ଭ ହେବ ଖାତା ଦେଖା।

୬-ପୁରୀରେ ଭିକ୍ଷା ବୃତ୍ତି ନିଷିଦ୍ଧ,ନିଳାଦ୍ରୀ ନିଳୟ ଯୋଜନାରେ ସାମିଲ ହେବେ ୫୦୦ରୁ ଉର୍ଦ୍ଧ୍ୱ ଭିକ୍ଷାବୃତ୍ତି କରୁଥିବା ଲୋକ।

୭-ସୋସିଆଲ ମିଡ଼ିଆ ଛାଡିପାରନ୍ତି ମୋଦି! ରବିବାର ଠାରୁ ଫେସବୁକ, ୟୁଟ୍ୟୁବ୍, ଟ୍ୱିଟର ଓ ଇନଷ୍ଟାଗ୍ରାମରୁ ଦୂରେଇ ପାରନ୍ତି ମୋଦି, ଟ୍ୱିଟରରେ ଦେଲେ ସଂକେତ!

୮-ଟ୍ରାଫିକ ନିୟମ କଡ଼ାକଡ଼ି: ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ କଂଗ୍ରେସର ଚେତାବନୀ।

୯-ବୀଣାପାଣି ମହାନ୍ତି ପାଇବେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର।

୧୦-ଆଜିଠାରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ, ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ପ୍ରସ୍ତୁତି। ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା।

୧୧-ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସରକାର ବିଫଳ: ଦେଶରେ ବଢୁଛନ୍ତି ବେକାର, ୪ ମାସ ମଧ୍ୟରେ ବେରୋଜଗାର ହାର ସର୍ବାଧିକ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Wed Mar 4 , 2020
୧-ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌: ପୁଣି ସେମିରେ ଭାରତ-ଇଂଲଣ୍ଡ ଟକ୍କର। ୨-ଏପ୍ରିଲ ୩ରେ ଗଣଶିକ୍ଷା ବିଭାଗ ପାଳିବ ପ୍ରବେଶ ଉତ୍ସବ। ୩-ପାଣିପାଗ: ଆଜିଠାରୁ ସାତ ତାରିଖ ଯାଏଁ ବର୍ଷିବ, ୮ରୁ ବଢିବ ତାତି। ୪-ରାଞ୍ଚି:କେଜ୍ରିଓ୍ଵାଲଙ୍କ ପଥରେ ହେମନ୍ତ ସରକାର, ମାଗଣାରେ ବିଜୁଳି ଓ ଋଣ ଛାଡ କରିବାକୁ ବଜେଟରେ ଘୋଷଣା। ୫-ବର୍ତ୍ତିଲାନି ବିଏମ୍‌ସି ଗାଡି : ୨ଟି ଅଳିଆ ବୁହା ଗାଡିକୁ ୩୨,୫୦୦ ଟଙ୍କାର ଫାଇନ୍। ୬-ପ୍ରଥମ ଥର କଟକ […]

You May Like

Pin It on Pinterest