ନଦୀ ପଠାରୁ ମଇଁଷି ଭିଡିନେଲା କୁମ୍ଭୀର…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଆରଡ଼ି ପଂଚାୟତ ମୁଆଁ ଗାଁ ନିକଟରେ ବୈତରଣୀ ନଦୀପଠାରୁ ମଇଁଷି ଭିଡିନେଲା କୁମ୍ଭୀର ।
ଆରଡି ନିକଟସ୍ଥ ମୁଆଁ ଗାଁ ନିକଟରେ ବୈତରଣୀ ନଦୀପଠାରେ କେତେକ ମଇଁଶି ଚରୁଥିବା ବେଳେ ଗୋଟିଏ ମଇଁଶି ନଦୀରୁ ପାଣି ପିଉଥିବା ବେଳେ ନଦୀରେ ଥିବା ୧୪\୧୫ଫୁଟ ଲମ୍ବର ହିଂସ୍ର କୁମ୍ଭୀର ଝାମ୍ଫି ନେଇଥିଲା।ଦେବକାନ୍ତ ମହାନ୍ତି(ଚାନ୍ଦବାଲି) :ଆରଡ଼ି ପଂଚାୟତ ମୁଆଁ ଗାଁ ନିକଟରେ ବୈତରଣୀ ନଦୀପଠାରୁ ମଇଁଷି ଭିଡିନେଲା କୁମ୍ଭୀର ।
ଆରଡି ନିକଟସ୍ଥ ମୁଆଁ ଗାଁ ନିକଟରେ ବୈତରଣୀ ନଦୀପଠାରେ କେତେକ ମଇଁଶି ଚରୁଥିବା ବେଳେ ଗୋଟିଏ ମଇଁଶି ନଦୀରୁ ପାଣି ପିଉଥିବା ବେଳେ ନଦୀରେ ଥିବା ୧୪\୧୫ଫୁଟ ଲମ୍ବର ହିଂସ୍ର କୁମ୍ଭୀର ଝାମ୍ଫି ନେଇଥିଲା।ଫଳରେ ଅନ୍ଯ ମଇଁଶି ଭୟରେ ଦୌଡିବାକୁ ଲାଗିଥିଲେ। ଘଟଣା ସ୍ଥଳରେ ମଇଁଶି ପାଳକ ମନେ ଡ଼ଙ୍ଗା ସାହାଯ୍ୟରେ କୁମ୍ଭୀରକୁ ଗୋଡ଼ା ଗୋଡି କରିବା ପରେ କୁମ୍ଭୀର ଭୟଭିତ ହୋଇ ଗଭୀର ନଦୀ ମଧ୍ୟକୁ ଚାଲି ଯାଇଥିଲା l ପରେ ଉପସ୍ଥିତ ଥିବା ମଇଁଶି ପାଳକ ମନେ କ୍ଷତବିକ୍ଷତ ଅବସ୍ଥାରେ ମଇଁଶିକୁ ଉଦ୍ଧାର କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେଙ୍କ ମଧ୍ୟରେ ହୋଇଯିବକି ବୁଝାମଣା ?

Sat Jul 2 , 2022
ଏସ୍ ବାସ୍ତବ: ଅତ୍ୟନ୍ତ ପକ୍ଷେ ଶିବସେନା ଲୋକସଭା ସାଂସଦ ସେମାନଙ୍କ ସହ ଯୋଗାଯୋଗ କରୁଛନ୍ତି ବୋଲି ବିଜେପି ନେତାମାନେ ଦାବି କରିଛନ୍ତି। ଜଣେ ବିଜେପି କେନ୍ଦ୍ର ମନ୍ତ୍ରୀ ଦାବି କରିଛନ୍ତି ଯେ ମହାରାଷ୍ଟ୍ରର ଶିବସେନାରେ ବିଭାଜନ ଲୋକସଭା ଉପରେ ପ୍ରଭାବ ପକାଇବ ଏବଂ ମୋଟ ୧୯ ଜଣଙ୍କ ମଧ୍ୟରୁ ଅତି କମରେ ଏକ ଡଜନ ସାଂସଦ ଦଳ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ଅଛନ୍ତି। ତେବେ ଏହି ସମୟରେ ଶିବସେନା ସାଂସଦମାନଙ୍କର […]

You May Like

Pin It on Pinterest