ଚାନ୍ଦବାଲିରେ ୮ ଦଫା ଦାବି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ରିଟେଲର ସଂଘ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକରେ ଆଜି ସର୍ବ ଭାରତୀୟ ଡ଼ିଲରର୍ସ ଫେଡ଼େରେସନ ନିର୍ଦେଶରେ ଓଡ଼ିଶା ରିଟେଲର ମହାସଂଘ ଚାନ୍ଦବାଲି ସାଖା ପକ୍ଷରୁ ସଂଘ ପକ୍ଷରୁ ୮ ଗୋଟି ଦାବି ନେଇ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ର ସହ ରାଜ୍ୟ ଖାଉଟି ଯୋଗାଣ ମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି ।

କରୋନା ମହାମାରୀ ସମୟରେ ପିଡ଼ିଏସ ସାମଗ୍ରୀ ସଠିକ ପରିଚାଳନ କରିବା ପରେ ମଧ୍ୟ ସରକାର ରିଟେଲର ମାନଙ୍କୁ ଅଣଦେଖା କରିବା ସହ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ବଂଟନ ବାବଦୀୟ ପାରିଶ୍ରମିକ ଅର୍ଥ ପ୍ରଦାନ ନକରିବା ସହ ଇ-ପୋଷ ମେସିନିର ବ୍ୟବହାରିକ ଖର୍ଚ୍ଚ ଆଦି ୮ ଗୋଟି ଦାବୀ ନେଇ ରିଟେଲର ମାନେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦ୍ରୌପଦୀ ମୁର୍ମୁଙ୍କ ପାଇଁ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ,ନରସିଂହ ମିଶ୍ରଙ୍କୁ ଭେଟିଲେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ...

Tue Jul 5 , 2022
ଭୁବନେଶ୍ବର: ଓଡ଼ିଆ ଝିଅ,ଓଡ଼ିଶାର ଗର୍ବ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଯେଭଳି ଦଳ ଗତ ନିର୍ବିଶେଷରେ ସମସ୍ତେ ଭୋଟ ଦିଅନ୍ତି ସେ ନେଇ ବିଜୁ ଜନତା ଦଳର ଅଭିଯାନ ଆରମ୍ଭ ହୋଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହି ଅଭିଯାନର ମଙ୍ଗ ଧରିଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସହ କଥା ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ,ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ […]

You May Like

Pin It on Pinterest