୧-ରୋମ୍, ମିଲାନ ଓ ସିଓଲକୁ ଏୟାର୍ ଇଣ୍ଡିଆ ବିମାନ ଚଳାଚଳ ସାମୟିକ ଭାବେ ସ୍ଥଗିତ।
୨-କରୋନାକୁ ‘ମହାମାରୀ’ ଘୋଷଣା କଲେ ଦିଲ୍ଲୀ ସରକାର । ୩୧ ମାର୍ଚ୍ଚ ଯାଏଁ ବନ୍ଦ ରହିବ ସମସ୍ତ ସିନେମା ହଲ । ପରୀକ୍ଷା ସରିଥିଲେ ସ୍କୁଲ-କଲେଜ ବି ଛୁଟି।
୩-ପାଠ ଇଞ୍ଜିନିୟରିଂ କାମ ନିଶା କାରବାର: ଧରା ପଡିଲେ ୩, ଦେଢ଼ କୋଟିର ବ୍ରାଉନ ସୁଗାର ଜବତ।
୪-ୟୁରୋପୀୟାନ ପାଇଁ ଆମେରିକାକୁ ଭିସା ମନା, କରୋନାକୁ ବିଶ୍ୱସ୍ତରୀୟ ମହାମାରୀ ଘୋଷଣା କରିବା ପରେ ଏଭଳି ପଦକ୍ଷେପ ନେଇଛି ଆମେରିକା
୫-ପାଣିପାଗ:୪୮ଘଣ୍ଟା ଯାଏଁ ବର୍ଷା ସମ୍ଭାବନା, ଚାଷୀଙ୍କ ପାଇଁ ଆଡଭାଇଜରୀ ଜାରି।
୬-୩୦୦ ନୂଆ ବସ୍ କିଣିବ ପରିବହନ ବିଭାଗ, ଆସନ୍ତା ୩ ବର୍ଷ ପାଇଁ ବଡ ଯୋଜନା।
୭-ଭାରତରେ ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁ। ଆକ୍ରାନ୍ତଙ୍କ ସଂଖ୍ୟା ୭୪ ।
୮-‘ବୁଢ଼ିମା’ ବସ୍କୁ ୭ ଲକ୍ଷ ୭ ହଜାର ଫାଇନ୍ କଲା ବୌଦ୍ଧ RTO।
୯-୨୦ରୁ କମ୍ ଛାତ୍ର ଛାତ୍ରୀ ଥିବା ୪ ହଜାର ସ୍କୁଲ ବନ୍ଦ ହୋଇପାରେ , ନିକଟସ୍ଥ ସ୍କୁଲରେ ପିଲାମାନେ ପଢ଼ିପାରିବେ।
୧୦-ପେନସନ୍ ଭୋଗୀଙ୍କ ପାଇଁ ଖୁସି ଖବର: ୫ ପ୍ରତିଶତ ବଢ଼ିଲା ଡିଅରନେସ୍ ରିଲିଫ୍।
୧୧-କରୋନା ପ୍ରଭାବରେ ସେୟାର ବଜାରରେ ହାହାକାର । ଗୋଟିଏ ଦିନରେ ପାଖାପାଖି ୩ ହଜାର ପଏଣ୍ଟ ଖସିଲା ସେନସେକ୍ସ, ନିବେଶକ ହରାଇଲେ ପ୍ରାୟ ୧୧ ଲକ୍ଷ କୋଟି ।