ଆଜିର ଖାସ୍ ଖବର

୧-ଓଡ଼ିଶା ପରେ ଉତ୍ତରପ୍ରଦେଶରେ କରୋନା ଭାଇରସକୁ ଘୋଷଣା କରାଗଲା ମହାମାରୀ, 22 ପର୍ଯ୍ୟନ୍ତ ସ୍କୁଲ କଲେଜ ସବୁ ବନ୍ଦ।

୨-କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କଲେ ସରକାର: ସ୍କୁଲ ଓ ସିନେମା ହଲ୍ ବନ୍ଦ, ସାମାଜିକ ଉତ୍ସବ ଉପରେ ବି କଟକଣା।

୩-ଦେଶରେ ଦ୍ୱିତୀୟ କରୋନା ମୃତ୍ୟୁ, କୋଟ୍ଟାୟମ ହସ୍ପିଟାଲର ଆଇସୋଲେସନରେ ରହି ଚିକିତ୍ସିତ ହେଉଥିଲେ ସନ୍ଦିଗ୍ଧ।

୪-ବିଧାନସଭା ୨୯ ଯାଏଁ ବନ୍ଦ, ହାତ ଧୋଇ ସଚେତନତାର ବାର୍ତା ଦେଲେ ମୁଖ୍ୟମନ୍ତ୍ରୀ, ବାଚସ୍ପତି ଓ ମନ୍ତ୍ରୀ।

୫-କରୋନାକୁ ନେଇ ସୁପ୍ରିମ୍‌କୋର୍ଟ ସତର୍କ, କେବଳ ଜରୁରି ମାମଲାର କରିବେ ଶୁଣାଣି।

୬-ରାଜଧାନୀରେ ପ୍ରଥମ କରୋନା ସନ୍ଦିଗ୍ଧ କ୍ୟାପିଟାଲ ହସ୍ପିଟାଲର ଆଇସୋଲେସନ ଓ୍ବାର୍ଡରେ ଭର୍ତ୍ତି।

୭-୧୬ରୁ DL/ଲର୍ଣର ଲାଇସେନ୍ସ ପାଇଁ ପୋର୍ଟାଲ ରେ online Payment.

୮-କରୋନା ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ ବାତିଲ।

୯-ଦିଲ୍ଲୀ ବିଧାନସଭାରେ ସିଏଏ, ଏନପିଆର ଓ ଏନଆରସି ବିରୋଧରେ ପ୍ରସ୍ତାବ ପାରିତ, କେଜ୍ରି କହିଲେ ମୋ ପାଖରେ ଜନ୍ମ ପ୍ରମାଣ ପତ୍ର ନାହିଁ।

୧୦-ଗଜପତି ଜିଲ୍ଲାରେ ଆରମ୍ଭ ହେଲା ମହିଳାଙ୍କ ପାଇଁ ପିଙ୍କ୍‌ ଅଟୋ ସେବା, ଶୁଭାରମ୍ଭ କଲେ ଏସପି ସାରା ଶର୍ମା।

୧୧-ୟେସ୍ ବ୍ୟାଙ୍କର ଜମାକାରୀଙ୍କୁ ଖୁସିଖବର, ବ୍ୟାଙ୍କର ପୁନରୁଦ୍ଧାର ପାଇଁ ଥିବା ଯୋଜନାକୁ କେନ୍ଦ୍ର କ୍ୟାବିନେଟ ଦେଲା ମଂଜୁରୀ।

୧୨-ନିୟମିତ ହେଲେ ୪୪୯ ଜଣ ଚୁକ୍ତିଭିତିକ ଶିକ୍ଷକ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।

୧୩-କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର: ମହଙ୍ଗା ଭତ୍ତା ୪%ବଢି ୨୧%ହେଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Mar 15 , 2020
୧-କରୋନା : ୧୨ ଦିନରେ ରେଳବାଇର ୮୫କୋଟି ଟଙ୍କା କ୍ଷତି, ଟିକେଟ୍ ରଦ୍ଦ କଲେ ୧୨ଲକ୍ଷ ଯାତ୍ରୀ। ୨-କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ, ଅନିର୍ଦ୍ଦିଷ୍ଟ କାଳ ପାଇଁ KISSକୁ ଛୁଟି ଘୋଷଣା, ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଲେ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ। ୩-ଆଜି ଠାରୁ କୋଚିଙ୍ଗ ସେଣ୍ଟର ଓ ଟ୍ଯୁସନ ବି ବନ୍ଦ:CP ୪-ପୁରୀରେ ପର୍ଯ୍ୟଟକଙ୍କ ଉପରେ ଲାଗିଲା କଟକଣା । ଆଜିଠାରୁ କୋଣାର୍କ, ଚନ୍ଦ୍ରଭାଗା, ଚିଲିକା ବୁଲିପାରିବେନି ପର୍ଯ୍ୟଟକ […]

You May Like

Pin It on Pinterest