ଆଜିର ଖାସ୍ ଖବର

୧-କରୋନା : ୧୨ ଦିନରେ ରେଳବାଇର ୮୫କୋଟି ଟଙ୍କା କ୍ଷତି, ଟିକେଟ୍ ରଦ୍ଦ କଲେ ୧୨ଲକ୍ଷ ଯାତ୍ରୀ।

୨-କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ, ଅନିର୍ଦ୍ଦିଷ୍ଟ କାଳ ପାଇଁ KISSକୁ ଛୁଟି ଘୋଷଣା, ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଲେ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ।

୩-ଆଜି ଠାରୁ କୋଚିଙ୍ଗ ସେଣ୍ଟର ଓ ଟ୍ଯୁସନ ବି ବନ୍ଦ:CP

୪-ପୁରୀରେ ପର୍ଯ୍ୟଟକଙ୍କ ଉପରେ ଲାଗିଲା କଟକଣା । ଆଜିଠାରୁ କୋଣାର୍କ, ଚନ୍ଦ୍ରଭାଗା, ଚିଲିକା ବୁଲିପାରିବେନି ପର୍ଯ୍ୟଟକ । କରୋନା ମୁକାବିଲା ପାଇଁ ନିଆଗଲା ଆଗୁଆ ପଦକ୍ଷେପ।

୫-ମହଙ୍ଗା ହେଲା ମୋବାଇଲ୍ ଫୋନ୍, ୧୨ ରୁ ୧୮ ପ୍ରତିଶତକୁ ବୃଦ୍ଧି ହେଲା ଜିଏସଟି।

୬-ଭୁବନେଶ୍ୱର:ମାର୍ଚ୍ଚ ୩୧ ଯାଏଁ ଅଙ୍ଗନବାଡି ବନ୍ଦ, ଶିଶୁଙ୍କୁ ଘରେ ଦିଆଯିବ ରନ୍ଧା ଖାଦ୍ୟ।

୭-ଭୁବନେଶ୍ବର: ବନ୍ଦ ହେବ ନାହିଁ ସପିଂ ମଲ ଓ ସୁପର ମାର୍କେଟ, ଗ୍ରାହକ ଓ ବିକ୍ରେତାଙ୍କୁ ସତର୍କତା ପାଇଁ ପରାମର୍ଶ ଦେଲା BMC ।

୮-ଆଜିଠୁ ମାର୍ଚ୍ଚ ୩୧ ଯାଏଁ ନନ୍ଦନକାନନର ପ୍ରାଣୀ ଉଦ୍ୟାନ ଓ ଷ୍ଟେଟ୍ ବଟାନିକାଲ ଗାର୍ଡେନ୍ ବନ୍ଦ।

୯-ରାୟଗଡ଼ା: କରୋନା ସମ୍ପର୍କିତ ମିଥ୍ୟା ଖବର ସୋସିଆଲ ମିଡ଼ଆରେ ପ୍ରଚାର କରି ଗିରଫ ହେଲେ ଯୁବକ।

୧୦-ସଚେତନ କରିବେ ସୁବ୍ରତ ବାଗଚୀ । କରୋନା ମୁକାବିଲା ପାଇଁ ଗଠନ ହେବାକୁ ଥିବା କମିଟିର ନେତୃତ୍ୱ ନେବେ, ସରକାରଙ୍କ ମୁଖ୍ୟ ମୁଖପାତ୍ର ଭାବେ ସତର୍କ କରାଇବେ ।

୧୧-ଦେଶରେ କରୋନାକୁ ବିପର୍ଯ୍ୟୟ ଘୋଷଣା କଲା ଗୃହ ମନ୍ତ୍ରାଳୟ । ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କା ସହାୟତା । ଆଇସିଏମଆର କହିଲା, ଭାରତରେ ଦ୍ୱିତୀୟ ଷ୍ଟେଜରେ ରହିଛି ସଂକ୍ରମଣ, ଆଗାମୀ ୩୦ ଦିନ ବହୁତ ଗୁରୁତ୍ୱପୂର୍ଣ୍ଣ।

୧୨-ଲକ୍ଷ୍ନୌ:ମେଡିକାଲରେ ପହଁଚିଲେ ଚୀନ ଫେରନ୍ତା ଯୁବତୀ, କରୋନା ଭୟରେ ଚୌକି ଛାଡି ଦଉଡିଲେ ଡାକ୍ତର।

୧୩-ବଜାର ଉପରେ କରୋନା ମାଡ଼ : ୫୦ ପ୍ରତିଶତ ବ୍ୟବସାୟ କମିଯିବା ଆଶଙ୍କା କଲା ବ୍ୟବସାୟୀ ମହାସଂଘ, ଡିଜେଲ ଓ ପେଟ୍ରୋଲରେ ତିନି ଟଙ୍କା ବଢ଼ିଲା ଉତ୍ପାଦନ ଶୁଳ୍କ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon Mar 16 , 2020
୧-ବ୍ରହ୍ମପୁର ମେଡ଼ିକାଲ ଛାତ୍ର ଜ୍ୟୋତି ରଞ୍ଜନ ଦାସଙ୍କ ବାପା ଜଣେ ଦରଜୀ, ପଇସା ଅଭାବରୁ ଅଧାରୁ ରହିଯାଇଥାନ୍ତା ଡାକ୍ତରୀ ପାଠପଢା, ସହାୟତାର ହାତ ବଢାଇ, ମନରେ ଆଶା ସଞ୍ଚାର କରାଇଲେ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ। ୨-ଆଜି ଠାରୁ ମାର୍ଚ୍ଚ ୩୧ ଯାଏଁ କଟକ-ଭୁବନେଶ୍ବରର ସବୁ ମଲ ବନ୍ଦ:CP ୩-ଓଡ଼ିଶାରେ କରୋନା। ଆକ୍ରାନ୍ତଙ୍କ ଘର ଭୁବନେଶ୍ୱର, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧିନ। ୪-ପର୍ଯ୍ୟଟକଙ୍କୁ ବିଶ୍ୱପ୍ରସିଦ୍ଧ କୋଣାର୍କ ମନା ,ପରବର୍ତ୍ତୀ ନିର୍ଦ୍ଦେଶ […]

You May Like

Pin It on Pinterest