ସାଲୁଙ୍ଖି ନଦୀରେ ଗାଧୋଇବାକୁ ଯାଇ ଭାସିଗଲେ ମହିଳା…

ରବି ପଟନାୟକ(ବୌଦ୍ଧ) ୧୭।୦୭:ସାଲୁଙ୍ଖି ନଦୀରେ ଗାଧୋଇବାକୁ ଯାଇ ମହିଳା ନିଖୋଜ ।ଘଟଣାଟି ବୌଦ୍ଧ ଗିରାସୀଙ୍ଗା ଗାଁର । ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍‌ ଟିମ୍‌ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ।ଏବେ ପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ ।

ସୂଚନା ଅନୁଯାଇ,ଗିରାସୀଙ୍ଗା ଗାଁର ଧୀରମଣି ଅମାତ,ସାଲୁଙ୍ଖୀ ନଦୀରେ ଗାଧୋଇବା ପାଇଁ ଯାଇଥିଲେ, ଗାଧୋଉଥିବା ସମୟରେ ହଠାତ୍ ପାଣି ମାଡି ଆସିଥିଲା । ଯାହାଫଳରେ ନଦୀରେ ଭାସିଯାଇଥିଲେ ଧୀରମଣୀ। ତୁରନ୍ତ ଅଗ୍ନିଶମ ବିଭାଗକୁ ଅବଗତ କରାଯିବାରୁ,ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।ଏବେ ଏବେ ପର୍ଯ୍ୟନ୍ତ ଧୀରାମଣି ଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିକାଶର ଆଉ ଏକ ନମୁନା- ଚାନ୍ଦବାଲିର ରାଜେନ୍ଦ୍ରପଲ୍ଲୀ ଗାଁରେ ଭରା ନଈରେ ବାଉଁଶ ଚାର'ହିଁ ଭରଷା ଦୋଳିରେ ବୁହାହେଲେ ରୋଗୀ...

Sun Jul 17 , 2022
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ବିକାଶ ଡିଣ୍ଡିମ ପିଟୁଛନ୍ତି ସରକାର,ସେ ଶିକ୍ଷା ହେଉ ବା ସ୍ୱାସ୍ଥ କିମ୍ବା ଗମନା ଗମନ,ଖାଲି ପ୍ରଚାର ପ୍ରସାରରେ ଆଗୁଆ ।କେଉଁଠି 5 ଟି ସ୍କୁଲ ପାଣିରେ ଭାସୁଛିତ,କେଉଁଠି ବିଜୁ ସ୍ୱାସ୍ଥ କାର୍ଡ ଧରି ବାର ଦୁଆର ଶୁଣ୍ଡି ପିଣ୍ଡା ହେଉଛନ୍ତି ସାଧାରଣ ଜନତା କେଉଁଠି କେଉଁଠି ରାସ୍ତାର ଆବଶ୍ୟକତା ନଥାଇ ରାସ୍ତା ଉପରେ ରାସ୍ତା କରି ଠିକାଦାର ପୋଷା ଚାଲିଛିତ, କେଉଁଠି ରାସ୍ତା ଖଣ୍ଡେ ପାଇଁ ପ୍ରଶାସନଠୁ […]

You May Like

Pin It on Pinterest