୧-କରୋନା ଡର, 10 ଲକ୍ଷ ଅର୍ଦ୍ଧସାମରିକ ଯବାନଙ୍କ ଛୁଟିକୁ ବାତିଲ କଲା ଗୃହ ମନ୍ତ୍ରାଳୟ।
୨-ଆଉ ଦୁଇ ବର୍ଷ ପାଇଁ ରାଜ୍ୟ ପୋଲିସ ଡିଜି ଭାବେ ଦାୟିତ୍ବରେ ରହିବେ ଅଭୟ, ୨୦୨୧ ଜୁନ୍ ୩୦ ତାରିଖରେ ନେଇ ଥାଆନ୍ତେ ଅବସର।
୩-କରୋନା ଡରରେ ସ୍ଥଗିତ ହେଲା ଓପିଏସସିର ସମସ୍ତ ପରୀକ୍ଷା।
୪-କୋରାପୁଟ୍:’କରୋନା’ ପାଇଁ ସବୁ ଡରିଲେ, ବିଦେଶୀଙ୍କୁ ନିଜ ବାଇକ୍ରେ ନେଲେ ରେଳ ସୁପରିଣ୍ଟେଣ୍ଡେଣ୍ଟ୍।
୫-କରୋନା ଡର, ପଞ୍ଜାବ ଜେଲରେ ଥିବା 5800 କଏଦୀଙ୍କୁ ମୁକ୍ତ କରିବେ ପଞ୍ଜାବ ସରକାର !
୬-କରୋନା ପାଇଁ ସିବିଏସଇ ପରୀକ୍ଷା ସ୍ଥଗିତ । ଆଜି ଠାରୁ ମାର୍ଚ୍ଚ ୩୧ ଯାଏଁ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ ।
୭-ସନ୍ଦେହ ଆଶଙ୍କାରେ ପୂର୍ଣ୍ଣଚ୍ଛେଦ , ଆଜି ୟେସ୍ ବ୍ୟାଙ୍କରୁ ଶ୍ରୀମନ୍ଦିର ଟଙ୍କା ଜାତୀୟକରଣ ବ୍ୟାଙ୍କକୁ ଯିବ।
୮-କରୋନା ମୁକାବିଲା ଆହୁରୀ ଜୋରଦାର : ଧର୍ମାନୁଷ୍ଠାନକକୁ ଆଡଭାଇଜରୀ, ସଂଧ୍ୟା ୬ରେ ହାଟ ବନ୍ଦ।
୯-କରୋନା ଭାଇରସ୍ ଗୀତର ନେଗେଟିଭ ଇମ୍ପାକ୍ଟ : ଝିଅଙ୍କୁ କମେଣ୍ଟ କରି ଛେଚା ଖାଇଲେ ୩ ଯୁବକ,ସେପଟେ ସୋସିଆଲ ମିଡିଆରେ ଦୁଃଖପ୍ରକାଶ କଲେ ହ୍ୟୁମାନ ସାଗର।
୧୦-ବିଜେଡିର ୪ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ।
୧୧-ବିଦେଶଗସ୍ତରୁ ଫେରିଛନ୍ତି ଗୀତା ମେହଟ୍ଟା, ସରକାରୀ ପୋର୍ଟାଲରେ ଭଉଣୀଙ୍କ ନାମ ପଞ୍ଜୀକରଣ କଲେ ମୁଖ୍ୟମନ୍ତ୍ରୀ।