ସାଲେପୁର ହୋଟେଲ ମାରିୟାନ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୩ ଆହତ ଜଣେ ମୃତ…

ଅଭୟ ସାହୁ(ସାଲେପୁର):କଟକ ଚାନ୍ଦବାଲି ରୋଡ଼,ସାଲେପୁର ହୋଟେଲ ମାରିୟାନ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣଙ୍କ ମୃତ ହୋଇଥିବା ବେଳେ କଟକ ଚାନ୍ଦବାଲି ରାସ୍ତାର ସାଲେପୁର ହୋଟେଲ ମାରିୟାନ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ମାନଙ୍କୁ ସାଲେପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାଇ, କଟକରୁ ରାଜନଗର ଯାଉଥିବା ଏକ ଟାଟା ମ୍ୟାଜିକ ଗାଡିକୁ ଏକ ସାର ବୋଝେଇ ପିକଅପ ଭ୍ୟାନ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ହେଲେ ରାଜନଗର ଅଂଚଳର କ୍ରିଷ୍ଣା ପ୍ରଧାନଙ୍କ ପତ୍ନୀ କଳ୍ପନା ପ୍ରଧାନ। ଦୁର୍ଘଟଣାରେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି।

ଘଟଣା ସ୍ଥଳରେ ସାଲେପୁର ଅଗ୍ନିଶମ କର୍ମଚାରୀ ଓ ସାଲେପୁର ଥାନା ପୋଲିସ ପହଁଞ୍ଚି ଆହତଙ୍କୁ ଗୋଷ୍ଠୀସ୍ୱାସ୍ଥ୍ୟରେ ଭର୍ତ୍ତି କରାଇ ତଦନ୍ତ ଆରମ୍ଭ କରିଛି। ହୋଇଛନ୍ତି। ଆହତଙ୍କ ସାଲେପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ କରାଇ ତଦନ୍ତ ଆରମ୍ଭ କରିଛି ସାଲେପୁର ଥାନା ପୋଲିସ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଷ୍ଟ୍ରପତ୍ନୀ'ବିବୃତ୍ତିରେ କ୍ଷମା ମାଗିଲେ ଅଧୀର ରଂଜନ-ଭୁଲରେ ଏହା କହିଛି ମୋର କ୍ଷମା ପ୍ରାର୍ଥନାକୁ ଗ୍ରହଣ କରନ୍ତୁ....

Sat Jul 30 , 2022
ଏସ୍.ବାସ୍ତବ:କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଶୁକ୍ରବାର ଦିନ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବିବୃତ୍ତି ପାଇଁ ରାଷ୍ଟ୍ର ପତିଙ୍କୁ ଏକ ଚିଠି ପଠାଇ କ୍ଷମା ମାଗିଛନ୍ତି। ଅଧୀର ଚିଠିରେ ଲେଖିଛନ୍ତି – ମୁଁ ହଠାତ୍ ଆପଣଙ୍କ ପାଇଁ ଭୁଲ ଶବ୍ଦ ବ୍ୟବହାର କଲି | ମୋ ଜିଭ ଖସିଗଲା| ମୁଁ କ୍ଷମା ମାଗୁଛି ଏବଂ ଏହାକୁ ଗ୍ରହଣ କରିବାକୁ ଆପଣଂକୁ ଅନୁରୋଧ କରୁଛି | ବୁଧବାର ଦିନ ଦିଲ୍ଲୀର […]

You May Like

Pin It on Pinterest