ପାରାଦ୍ଵୀପରେ ଥିବା ଇଣ୍ଡିଆନ୍ ଅଏଲ୍ ରେ ମକ୍ ଡ୍ରିଲ୍…

ରାକେଶ ମହାନ୍ତି: ପାରାଦୀପରେ ଥିବା ତୈଳ ବିଷଧାନଗାର ରେ କେତେ ବେଳେ ବି ଘଟିପାରେ ଦୃଘଟଣା ସେଥିଲାଗି ତତ୍ପରତା ଦେଖାଇଛନ୍ତି ତୈଳ ବିଶୋଧନାଗାର ର କର୍ମଚାରୀ ମାନେ । କିଛି ବି ଅପ୍ରୀତିକର ଘଟଣା ଘଟିଲେ କିଭଳି ଘଟଣା କୁ ଆୟତ କରିବେ ସେଥିଲାଗି ଏକ ମକ୍ ଡ୍ରିଲ କାର୍ଯ୍ୟକ୍ରମ କରାଯାଇଥିଲା ।

ଏଥିରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ର ଥିବା ଏଲିପିଜ୍ ମାର୍କେଟିଂ ଟର୍ମିନାଲ ରେ କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରଥମେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ପରେ ଦୃଘଟଣା ର ଶିକାର ହୋଇଥିବା କର୍ମଚାରୀଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ କିଭଳି ଜଲ୍ଦୀ ରେସ୍କ୍ୟୁ କରାଯିବ ସେଥିନେଇ ଏକ ପ୍ରଶିକ୍ଷଣ ମାଧ୍ୟମରେ ଦେଖାଇଥିଲେ ।

ଏହି କାର୍ଯ୍ୟକ୍ରମରେ କମ୍ପାନୀ ର ଜେନେରାଲ ମ୍ୟାନେଜର ରବୀନ୍ଦ୍ର ନାଥ ବାରିକ ଚିଫ୍ ମ୍ୟାନେଜର କିଶୋର ବେହେରା ଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଶେଷରେ ସମସ୍ତ କର୍ମଚାରୀ ଙ୍କୁ ନେଇ ଏକ ବୈଠକ୍ କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆପଣ ଭଡା ଘରେ ରହୁଛନ୍ତି କି ? ଏବେ ଘର ଭଡା ଉପରେ ୧୮ % ଜିଏସ୍ଟି ଦେବାକୁ ପଡିବ ! ଆପଣ ଦେବେକି ନା ଜାଣନ୍ତୁ...

Sat Aug 13 , 2022
ଏସ.ବାସ୍ତବ: ଗତ ଜୁଲାଇ ୧୮ ରେ ଜିଏସ୍ଟି ସମ୍ବନ୍ଧରେ ଲାଗୁ ହୋଇଥିବା ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଘର ଭଡା ଉପରେ ମଧ୍ୟ ଜିଏସ୍ଟି ଦେବାକୁ ପଡିବ। ଜିଏସ୍ଟି ନିୟମ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ବ୍ୟକ୍ତିଙ୍କୁ ଏହା କରିବାକୁ ହେବ। ଜୁଲାଇ ୧୮ ଠାରୁ, ଜିଏସ୍ଟି ନିୟମ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ଏହିପରି ସମସ୍ତ ଭଡାଟିଆଙ୍କୁ ଘର ଭଡା ଉପରେ ୧୮ ପ୍ରତିଶତ ହାରରେ ଜିଏସ୍ଟି ଦେବାକୁ ପଡିବ। ଜିଏସଟି ପରିଷଦର […]

You May Like

Pin It on Pinterest