ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ଦେଶ ବିଭାଜନ ବିଭୀଷିକା ସ୍କୃତି ଦିବସପ୍ରଦର୍ଶନୀକୁ ଉଦଘାଟନ କରିବେ…

ମନୋଜ ମହାନ୍ତି: ଆଜି ଦିନ ୧୧ଟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଦେଶ ବିଭାଜନ ବିଭୀଷିକା ସ୍କୃତି ଦିବସ ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ବର ରେଳ ଷ୍ଟେସନରେ ଆୟୋଜିତ ପ୍ରଦର୍ଶନୀକୁ ଉଦଘାଟନ କରିବେ । ଏହା ସହ ଅପରାହ୍ନ ୪ଟାରେ ମ୍ୟୁଜିୟମ ଛକରେ ଥିବା ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାସହ,ମ୍ୟୁଜିୟମ ଛକରୁ ଏଜି ଛକସ୍ଥିତ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକ ନୀରବ ପଦଯାତ୍ରା ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି କମିଟିର ରାଜ୍ୟ ସଂଯୋଜକ ସୁଦୀପ୍ତ ରାୟ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ହୀରାକୁଦ ହାଲଚାଲ:ଛାତି ଫୁଲାଉଛି ମହାନଦୀ,୭ ଜିଲ୍ଲାରେ ଦେଖାଦେଇଛି ବନ୍ୟା ଆଶଙ୍କା...

Sun Aug 14 , 2022
ନନ୍ଦିନୀ ପ୍ରଧାନ(ସମ୍ବଲପୁର) ୧୪।୦୮: ଅନବରତ ଲାଗିରହିଛି ବର୍ଷା । ତଳିଆ ଅଞ୍ଚଳ ବାସୀଙ୍କୁ ବନ୍ୟା ଆଶଙ୍କା ଡରାଇଲାଣି ।ଉପରମୁଣ୍ଡ ହେଉ ବା ତଳ ମୁଣ୍ଡ ବର୍ଷା ଛାଡୁନି ।ମହାନଦୀ ଛାତି ଫୁଲାଇ ଚାଲିଛି । ଏଥି ପାଇଁ ମହାନଦୀ ତଳ ମୁଣ୍ଡର ୭ ଜିଲ୍ଲାରେ ଦେଖାଦେଇଛି ବନ୍ୟା ଆଶଙ୍କା ।ସେହି ଜିଲ୍ଲା ଗୁଡିକ ହେଲା କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ । ବନ୍ୟା ପରିସ୍ଥିତିକୁ ନାଜରେ […]

You May Like

Pin It on Pinterest