କଟକନଗର ଭାଜପାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ମନ୍ କି ବାତ କାର୍ଯ୍ୟକ୍ରମକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ…

ସଂଜୟ ଶତପଥୀ(କଟକ):ଆଜି କଟକନଗର ଭାଜପା ର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ମନ କି ବାତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମର୍କତ ନଗର ରାଇସିନା ମଣ୍ଡପରେ ଅପରାହ୍ନ ରେ ହୋଇଯାଇଛି।

କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ ର ସଂଯୋଜନା କରିଥିଲେ ଜିଲ୍ଲା ମନ କି ବାତ ସଂଯୋଜିକା ଶ୍ରୀମତୀ କଳ୍ପନା ପଟ୍ଟନାୟକ।ମୁଖ୍ୟ ଅତିଥିଭାବେ ରାଜ୍ୟ ସଂଯୋଜକ ଶ୍ରୀ ଚନ୍ଦ୍ରଶେଖର ନନ୍ଦ ଯୋଗଦେଇ ନଗରର ସମସ୍ତ ଶକ୍ତିକେନ୍ଦ୍ର ରେ ନିଶ୍ଚିତଭାବେ ମୋଦିଜିଙ୍କ ମନ କି ବାତ ଶୁଣିବା ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଇଥିଲେ।ସେଥିପାଇଁ ଆଗୁଆ ଯୋଜନା ସହିତ ଆଗ୍ରହ ନିର୍ମାଣ କରିବାକୁ ନିର୍ଦେଶ ଦେଇଥିଲେ।

ଏହି ବୈଠକରେ ସର୍ବଶ୍ରୀ ବିଶ୍ୱରଂଜନ ମିଶ୍ର, ଭାଗୀରଥି ଦଳାଇ,ଜୟକୃଷ୍ଣ ସ୍ବାଇଁ, ପ୍ରବୀଣା ମହାପାତ୍ର, ସତ୍ୟବ୍ରତ ମିଶ୍ର, ମହମ୍ମଦ ସବିର,ଶିବ ନାଏକ,ଶିବପ୍ରସାଦ ସେଠି,ଗୋପାଳ ବେହେରା,ଲକ୍ଷ୍ମୀଧର ବେହେରା,ଲଲାଟେନ୍ଦୁ ଦାସ,ରତନ ମହାନ୍ତି, ସୁବାଷ ମହାନ୍ତି, ସତ୍ୟ ଦାସ,ଶ୍ରୀନିବାସ ରେଡି,ମନୋରମା ରାଉତ,ସସ୍ମିତା ରାଉତ,ଶିବ ଚରଣ ନାଏକ,ସଂଗ୍ରାମ ସିଂ,ବିଜୟ ସେଠି,କଲ୍ୟାଣି ମହଲା,ରମେଶ ପ୍ରଧାନ,ଚିରଞ୍ଜିବ ଖଣ୍ଡାୟତ ରାୟ,ଶରତ ଭୋଳ,ସତ୍ୟଜିତ ମହଲା,ଡ଼ଃ ହରି ସାହୁ,ସତ୍ୟ ଦଳେଇ,ଜୀବନଜ୍ୟୋତି ଦାସ ଓ ସଂଜୀବ ସ୍ବାଇଁ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅଗଷ୍ଟ ଶେଷ ସପ୍ତାହରୁ ଭୁବନେଶ୍ୱର ଓ ଧାନବାଦ୍ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ...

Fri Aug 19 , 2022
ଭୁବନେଶ୍ବର(ବାସ୍ତବବ୍ୟୁରୋ):ଅଗଷ୍ଟ ଶେଷ ସପ୍ତାହରୁ ସେପ୍ଟେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ଧାନବାଦ୍ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ସୁବିଧା । ଯାତ୍ରୀଙ୍କ ସୁବିଧା ଓ ଚାହିଦାକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୨୭ ମଧ୍ୟରେ ଭୁବନେଶ୍ୱର-ଧାନବାଦ୍ ସ୍ପେସାଲ୍ ଏକ୍ସପ୍ରେସ(୦୨୮୩୨) ଭୁବନେଶ୍ୱରରୁ ପ୍ରତି ମଙ୍ଗଳବାର, ଶୁକ୍ରବାର ଓ ରବିବାର ସନ୍ଧ୍ୟା ୮ଟା ୨୫ରେ ଛାଡ଼ି ଧାନବାଦ୍ ଅଭିମୁଖେ ଯାତ୍ରା […]

You May Like

Pin It on Pinterest