ଆଜିର ଖାସ୍ ଖବର

୧-ଆଉ ନାହିଁ ବର୍ଷା, ଆଜିଠାରୁ ବଢିବ ଖରା।

୨-କଟକବାସୀଙ୍କ ପାଇଁ ଖୁସି ଖବର,ଜନଗହଳି ଏଡାଇବା ପାଇଁ ସିଏମସି ଆରମ୍ଭ କଲା ହୋମ୍‌ ଡେଲିଭରି ସୁବିଧା।

୩-କରୋନା: BSNL ଲଞ୍ଚ କଲା ଜିରୋ କଷ୍ଟର Work@Home ପ୍ଲାନ, ଘରେ ବସି ବ୍ୟବହାର କରିପାରିବେ ମାଗଣା ଇଣ୍ଟରନେଟ।

୪-ହାରିବ କରୋନା ଜିତିବ ମଣିଷ । କରୋନାକୁ ହରାଇବା ପାଇଁ ଭୁବନେଶ୍ୱର ଏମ୍ସର ପ୍ରୟାସ । ରାଜ୍ୟର ଦ୍ୱିତୀୟ କରୋନା ନମୁନା ପରୀକ୍ଷା କେନ୍ଦ୍ର ଭାବେ ଆରମ୍ଭ କଲା କରୋନା ଟେଷ୍ଟ ।

୫-କରୋନା ଅପଡେଟ୍ : ଭାରତରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି।

୬-କାବୁଲର ଏକ ଗୁରୁଦ୍ୱାରରେ ଆତ୍ମଘାତୀ ବିସ୍ଫୋରଣ, ୩୦ ଜଣଙ୍କ ମୃତ୍ୟୁ।

୭-ରାଜ୍ୟ ବାହାରୁ ଫେରିଥିବା ୭୮୨୩୩ଜଣଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ

୮-ଜନଗଣନା ସ୍ଥଗିତ, କରୋନା ସ୍ଥିତି ଯୋଗୁଁ ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର।

୯-ଦେଶର 80 କୋଟି ଗରିବ ଲୋକମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା, 2ଟଙ୍କାରେ ଗହମ ଓ 3 ଟଙ୍କାରେ ମିଳିବ କିଲେ ଚାଉଳ।

୧୦-ସେବା ପାଇଁ ସମ୍ମାନ: ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଏପ୍ରିଲ ମାସରେ ମିଳିବ ଆଗୁଆ ୪ ମାସର ଦରମା । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଦୁର୍ବ୍ୟବହାର କଲେ ହେବ କଡା କାର୍ଯ୍ୟାନୁଷ୍ଠାନ

୧୧-ଭୁବନେଶ୍ୱର:‘ଲକ ଡାଉନ’ ନିୟମ ଉଲ୍ଲଂଘନକାରୀଙ୍କୁ ବସ ଉଠ କରାଇଲା ପୁଲିସ।

୧୨-ନୂଆଦିଲ୍ଲୀ:ଘୋଷଣା ହୋଇପାରେ ୨.୩ ଲକ୍ଷ କୋଟିର ପ୍ରୋତ୍ସାହନ ପ୍ୟାକେଜ।

୧୩-ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଅସୁସ୍ଥ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓଡିଶା ରେ ତୃତୀୟ କରୋନା ପଜିଟିଭ୍‌

Thu Mar 26 , 2020
ବାସ୍ତବ ବ୍ୟୁରୋ- ପୂର୍ବରୁ ରାଜ୍ୟରେ ୨ କରୋନା ଆକ୍ରାନ୍ତ ଥିବା ବେଳେ ଆଜି ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।  ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏହି ସୂଚନା ଦିଆଯାଇଛି।  ସଂକ୍ରମିତ ହୋଇଥିବା ରୋଗୀ ଜଣଙ୍କ ଜଣେ ପୁରୁଷ ଏବଂ ତାଙ୍କ ବୟସ ୬୦ ବର୍ଷ ବୋଲି ସୂଚନା ମିଳିଛି। H & FW Dept Odisha✔@HFWOdisha One […]

You May Like

Pin It on Pinterest