ଚାନ୍ଦବାଲି ବ୍ଲକ ବଡ଼ ଓଣ୍ଡିଆ ପଂଚାୟତ ସାୟନ୍ତା ଗାଁରେ କୃଷିବିଭାଗ( ଆତ୍ମା) ପକ୍ଷରୁ ଆଇ.ଇ ସି ର କଳାଯଥ କାର୍ଯ୍ୟକ୍ରମ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଚାନ୍ଦବାଲି ବ୍ଳକରେ କୃଷି ବିଭାଗର ଆତ୍ମା ପକ୍ଷରୁ ବ୍ଲକ ସ୍ଥରୀୟ ଆଇ ଇ ସି କଳାଯଥ କୃଷି ଭିତିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକର ବିକାଶ ପାଇଁ କୃଷି ଭିତିକ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବିହନ ବିଶୋଧନ, ଧାଡ଼ିରୁଆ, ରୋଗପୋକ ନିରାକରଣ ,ବାରମାସର ଚାଷ, ଇ ରୋଗ ପୋକ ସର୍ବେକ୍ଷଣ , ସମନ୍ବିତ କୃଷି ଆଦି ସଂପର୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ ଘୋଡ଼ାନାତ ଓ ଚଢ଼େଇ ଚଢ଼େଆଣୀ ନାଚ ଓ ଗିତ ମାଧ୍ୟମରେ କୃଷକ ମାନଙ୍କୁ ସଚେତନତା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବ୍ଲକ କୃଷି ଅଧିକାରୀ କୃଷିକବି ଅରୁଣ ପାତ୍ର, ବଡ଼ଓସ୍ତଆ ପଂଚାୟତର ସରପଂଚ ମହେଶ୍ଵର ସାହୁ, ସହକାରୀ କୃଷି ଅଧ୍ୟାରୀ ଚୌଧୁରୀ ଜେନା, ଲିପ୍ସା ପ୍ରିୟ ଦର୍ଶନୀ, ଏଟିଏମ ପ୍ରଶାନ୍ତ କୁମାର ସଢ଼ଙ୍ଗୀ, ବିପିସି ରିତାରାଣୀ ସାହୁ,ଏସ ଏସ ଜି ସଭାପତି ଓ ସମ୍ପାସିକାଙ୍କ ସହ ଗ୍ରାମ କୃଷି କର୍ମଚାରୀ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଇଏଏସ ସ୍ତରରେ ଛୋଟଧରଣର ଅଦଳବଦଳ କଲେ ରାଜ୍ୟ ସରକାର,ଅଶୋକ କୁମାର ମୀନା କେନ୍ଦ୍ରକୁ ଗଲେ...

Sat Aug 27 , 2022
ପ୍ରମୋଦ ନାୟକ(ଭୁବନେଶ୍ବର): ଆଇଏଏସ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି। ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା କେନ୍ଦ୍ରୀୟ ଡେପୁଟେସରେ ଯିବାପରେ ୧୯୯୫ ବ୍ୟାଚ୍‌ ଆଇଏଏସ ସୁଶୀଲ କୁମାର ଲୋହାନୀଙ୍କୁ ରାଜ୍ୟ ପଞ୍ଚାୟତିରାଜ ଓ ପାନ୍ୟଜଳ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି।ଏଥିସହ ତାଙ୍କ ପାଖରେ ଅବାକାରୀ ବିଭାଗର ସଚିବ ପଦ ରହିଥିବା […]

You May Like

Pin It on Pinterest