କାମାକ୍ଷାନଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।ନାବାଳକ ସମେତ ୫ ମୃତ…

ଦୁଃଶାସନ ପୃଷ୍ଟି(କାମାକ୍ଷାନଗର)୨୮|୦୮: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।ନାବାଳକ ସମେତ ୫ ମୃତ, ଅଟୋକୁ ଧକ୍କା ଦେଲା ଟ୍ରକ ।

ଖବର ଅନୁଯାଇ, ଏକ ଯାତ୍ରୀବାହୀ ଅଟୋରେ କିଛି ଯାତ୍ରୀଙ୍କୁ ନେଇ, ଏନଏଚ-୫୩ ଦେଇ ଯାଉଥିବା ବେଳେ, ମୁକ୍ତାପାଣି ନିକଟରେ ଅଟୋକୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ୫ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛନ୍ତି । ସମସ୍ତ ମୃତକ ବାଙ୍ଗୁରା ଗ୍ରାମର ବୋଲି ଜଣାପଡିଛି । ତେବେ ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଅଟୋ ଓ ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆମ ଦେଶର ପ୍ରତି ନଗରୀ, ପ୍ରତି ଗାଁରେ ଅମୃତ ମହୋତ୍ସବର ଅମୃତ ପ୍ରବାହିତ ହେଉଛି -ପ୍ରଧାନମନ୍ତ୍ରୀ

Sun Aug 28 , 2022
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ "ମନ କି ବାତ" ମାଧ୍ୟମରେ ଦେଶ ସହ କଥା ହେଉଛନ୍ତି; ଏହା ହେଉଛି ମନ୍ କି ବାତ ର ୯୨ତମ ଏପିସୋଡ୍,ଯାହାର ପ୍ରଥମ ସଂସ୍କରଣ ୩ ଅକ୍ଟୋବର ୨୦୧୪ ରେ ପ୍ରସାରିତ ହୋଇଥିଲା | ସାମ୍ପ୍ରତିକ ବର୍ଷଗୁଡିକରେ,କାର୍ଯ୍ୟକ୍ରମର ପ୍ରତ୍ୟେକ ନୂତନ ଏପିସୋଡ୍ ପ୍ରତ୍ୟେକ ମାସର ଶେଷ ରବିବାରରେ ପ୍ରସାରିତ ହୋଇଛି। ଦେଶର ୭୫ତମ ସ୍ବାଧୀନତା ଦିବସ ପୂର୍ତ୍ତି ଅବସରରେ ଅଗଷ୍ଟ […]

You May Like

Pin It on Pinterest