ବିଧାୟକ ପଦ୍ମନାଭ ବେହେରାଙ୍କ କରକମଳରେ ବିନିକା ସାମ୍ୱାଦିକ ସଙ୍ଘର ସ୍ଥାୟୀ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ….

ବିନିକା(ନମୋଗୁରୁ ହୋତା): ବହୁପ୍ରତିକ୍ଷିତ ବିନିକା ସାମ୍ବାଦିକ ସଙ୍ଘ ର କୋଠାଘର ଭତ୍ତିପ୍ରସ୍ତର ଆଜି ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ବିରମହାରାଜପୁର ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀଯୁକ୍ତ ପଦ୍ମନାଭ ବେହେରା ଙ୍କ କରକମଲ ରେ ସ୍ଥାପନ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମ ରେ ପ୍ରକଳ୍ପ ନିର୍ଦେଶକ ନିହାର ରଞ୍ଜନ କଅଁର ,ଏନ ଏ ସି ଅଧ୍ୟକ୍ଷ ସୁଭାଷଚନ୍ଦ୍ର ଭୋଇ ,ଉପାଧ୍ୟକ୍ଷ ତପସ୍ୱିନୀ ମେହେର, ଦଶ ନମ୍ୱର ୱାର୍ଡ କାଉନସିଲର ଅଶାରାଣୀ ପଣ୍ଡା, ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୁମାର ରଥ ବିନିକା ସାମ୍ବାଦିକ ସଙ୍ଘ ର ସମସ୍ତ ସଦସ୍ୟ ଓ ଏନ ଏ ସି ର ସମସ୍ତ କାଉନସିଲର ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଉ କାମ ଦେବନି ସ୍ୱାମୀ,ଶଶୁର କିମ୍ବା ପୁଅର ପ୍ରତିନିଧିତ୍ୱ:ମହିଳା କାଉନସିଲର କିମ୍ବା ସରପଞ୍ଚ ନିଜେ କାର୍ଯ୍ୟାଳୟକୁ ଆସିବେ

Thu Sep 1 , 2022
ଏସ୍.ବାସ୍ତବ: ନିର୍ବାଚିତ ମହିଳାମାନଙ୍କୁ ଏହି କାର୍ଯ୍ୟ ନିଜେ କରିବାକୁ ପଡିବ। ତାଙ୍କ ସ୍ୱାମୀ, ପିତା କିମ୍ବା ପୁଅଙ୍କୁ ସରକାରୀ ବୈଠକରେ ପ୍ରତିନିଧି ଭାବେ ଯୋଗଦେବାକୁ କିମ୍ବା ସେମାନଙ୍କ ସ୍ଥାନରେ କାମ କରିବାକୁ ଦିଆଯିବ ନାହିଁ। ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଏକ ସର୍କୁଲାର ଜାରି କରାଯାଇଛି। ଅଧିକାରୀମାନଙ୍କୁ ମଧ୍ୟ ଚେତାବନୀ ଦିଆଯାଇଥିଲା ଯେ ଯଦି ସେମାନଙ୍କ ସମ୍ପର୍କୀୟଙ୍କୁ ସେମାନଙ୍କ ସ୍ଥାନ ବଣ୍ଟନ କରାଯାଏ, ତେବେ ଦୋଷ ଅଧିକାରୀଙ୍କ ଉପରେ […]

You May Like

Breaking News

Pin It on Pinterest