ଭାଟପଡ଼ା ପଂଚାୟତରେ ଆବାସ ଯୋଜନାରେ ବ୍ୟାପକ ହେରଫର, ପ୍ରତିବାଦରେ ବିଜେପି ପକ୍ଷରୁ ପଂଚାୟତ କାର୍ଯ୍ୟାଳୟ ଘେରାଉ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଭାଟପଡ଼ା ପଂଚାୟତରେ ଆବାସ ଯୋଜନାର ବ୍ୟପକ ହେରଫେର ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ଏହାର ପ୍ରତିବାଦ କରି ଭାଟପଡା ପଂଚାୟତ କାର୍ଯ୍ୟାଳୟ ଆଗରେ ଧାରଣା ସହ ପ୍ରତିବାଦ କରାଯାଇଛି ।

ଭାଟପଡ଼ା ପଂଚାୟତ ଚନ୍ଦନବିନ୍ଦା ୬ନଂ ୱାର୍ଡ଼ରେ ଅଧିକାଂଶ ଯୋଗ୍ୟ ହିତାଧ୍ଵକରୀ ଅବାସ ଯୋଜନାରେ ଘର ପ୍ରଦାନ କରା ନଯାଇ କିଛି ଶାଷକ ଦଳର କର୍ମୀ ମାନଙ୍କୁ (ଅଯୋଗ୍ୟ ହିତାଧ୍ୟାକାରୀଙ୍କୁ)ଦଳୟ କୋଟାରେ ସେମାନଙ୍କର ତାଲିକା ପ୍ରସ୍ତୁତି କରାଯାଇଛି । ଏହାର ପ୍ରତିବାଦ କରି ବିଜେପି ଦଳର କାର୍ଯ୍ୟକର୍ତା ମାନେ ଯୋଗ୍ୟ ହତାଧି କାରୀ ମାନଙ୍କୁ ପଂଚାୟତ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବା ସହ ଶାଷକ ଦଳର ନେତାଙ୍କ ଉପରେ ବର୍ଷିଥିଲେ ।

କାର୍ଯା ଦିବସ ଥିବାରୁ ଆଜି ପଞ୍ଚାୟତ କାର୍ଯାଳୟ ରେ ପିଇଓ ଅନୁପସ୍ଥିତ ରହିଥିବାର ଦେଖିବାକୁ ମିଳିଥିଲା। ଏଥିସହ ଏହା ଉପରେ ସରକାର ପୁର୍ଣ୍ଣ ବିଚାର ନ କରନ୍ତି ତେବେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଉଲ୍ଲାଇବ ବୋଲି ଚେତାବନୀ ଦେଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିମାନ ଅପେକ୍ଷା ଦ୍ରୁତ ଗତିରେ ଚାଲିବ 'ଟ୍ରେନ୍' ଘଂଟା ପ୍ରତି ୧୦୦୦ କିଲୋମିଟର ବେଗ …

Sat Sep 3 , 2022
ଏସ୍.ବାସ୍ତବ:ଏକ କାନାଡିଆନ କମ୍ପାନୀ ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ୍ ଟ୍ରେନ୍ ଷ୍ଟାଇଲ୍ ଟ୍ରେନ ଉନ୍ମୋଚନ କରିଛି | ଏହା ଘଣ୍ଟା ପ୍ରତି ୧୦୦୦ କିଲୋମିଟର ବେଗରେ ଯାତ୍ରା କରିପାରିବ | କମ୍ପାନୀ ଦାବି କରିଛି ଯେ ଏହା ମାଧ୍ୟମରେ ବିମାନ ଟିକେଟରୁ କମ୍ ଯାତ୍ରା କରାଯାଇପାରିବ। ଟ୍ରାନ୍ସପୋଡ୍ ଗତ ମାସରେ କାନାଡାର ଟରୋଣ୍ଟୋରେ ଫ୍ଲକ୍ସଜେଟ୍ ସମ୍ବନ୍ଧୀୟ ଘୋଷଣା କରିଥିଲା ​​| ଏହାର ନାମ ପ୍ଲେନ୍ ଟ୍ରେନ୍ ହାଇବ୍ରିଡ୍, ଯାହାର କ୍ଷମତା ଏକ ଟନ୍ […]

You May Like

Pin It on Pinterest