ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ରାଜ୍ୟ ସଡକ ପ୍ରାଧିକରଣ ପକ୍ଷରୁ ନୂଆ ନିୟମ….

ପ୍ରମୋଦ ନାୟକ(ଭୁବନେଶ୍ୱର)୨୬/୦୯: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ରାଜ୍ୟ ସଡକ ପ୍ରାଧିକରଣ ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଛି । ଧାର୍ଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ ଫାଇନ୍‌ ଦେବାରୁ ଗାଡି ମାଲିକ ବା ଚାଳକ ବର୍ତ୍ତିବେ । ଚେକିଂ ବେଳେ ଅନଲାଇନ ବୁକିଂ ସ୍ଲିପ୍ ଦେଖାଇଲେ ଚାଳକ ଫାଇନ୍‌ରୁ ବର୍ତ୍ତିବେ ବୋଲି ରାଜ୍ୟ ସଡକ ପ୍ରାଧିକରଣ ବିଭାଗ କହିଛି ।

ସୂଚନା ଅନୁସାରେ,୧ କିମ୍ବା ୨ରେ ସରୁଥିବା ନମ୍ବର ପାଇଁ ଡେଡଲାଇନ ୩୦ ସେପ୍ଟେମ୍ବରକୁ ବୃଦ୍ଧି କରାଯାଇଛି । ଅର୍ଥାତ ସେପ୍ଟେମ୍ବର ୩୦ ପୂର୍ବରୁ ରେଜିଷ୍ଟ୍ରେସନ କରିବାକୁ ପଡିବ । ସେହିଭଳି ୩ ଓ ୪ ସରୁଥିବା ନମ୍ବର ପାଇଁ ଡେଡଲାଇନ ହେଉଛି ୩୦ ସେପ୍ଟେମ୍ବର । ୫ ଓ ୬ ସରୁଥିବା ନମ୍ବର ପାଇଁ ଡେଡଲାଇନ ଅକ୍ଟୋବର ୩୧ ଏବଂ ୭ ଓ ୮ ସରୁଥିବା ନମ୍ବର ପାଇଁ ଡେଡଲାଇନ ନଭେମ୍ବର ୩୦ । ୯ ଏବଂ ୦ ସରୁଥିବା ନମ୍ବର ପାଇଁ ଡେଡଲାଇନ ଡିସେମ୍ବର ୩୧ ରଖାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଜେପିରେ ନୂତନ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ ନାହିଁ,ଅଧ୍ୟକ୍ଷ ପଦରେ ରହିବେ ଜେପି ନଡ୍ଡା…

Mon Sep 26 , 2022
ବାସ୍ତବବ୍ୟୁରୋ: କଂଗ୍ରେସରେ ଅଧକ୍ଷ ନିର୍ବାଚନକୁ ନେଇ ବହୁତ ଉତ୍ସାହ ଲାଗି ରହିଛି। ଏଥି ସହ ବିଜେପିରେ ଦଳର ମୁଖ୍ୟଙ୍କ ନିର୍ବାଚନକୁ ନେଇ କଳ୍ପନା ଜଳ୍ପନାର ପ୍ରାୟତ ଶେଷ ।ଅଧ୍ୟକ୍ଷ ନିର୍ବାଚନ ହେବ ନାହିଁ। ସୂତ୍ରରୁ ପ୍ରକାଶ ଯେ ଜେପି ନଡ୍ଡାଙ୍କୁ କାର୍ଯ୍ୟକାଳ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ତାଙ୍କର କାର୍ଯ୍ୟକାଳ ୨୦ ଜାନୁୟାରୀ ୨୦୨୩ ରେ ଶେଷ ହେବ। ଜଗତ ପ୍ରକାଶ ନଡ୍ଡା ପ୍ରଥମ ସାତ ମାସ ପାଇଁ ବିଜେପିର […]

You May Like

Pin It on Pinterest