ମହାରାଷ୍ଟ୍ରର ମୁଖ୍ୟମନ୍ତ୍ୟୀ ସିନ୍ଦେଙ୍କ ଜୀବନ ବିପଦରେ, ଗୁପ୍ତଚର ବିଭାଗର ଇନପୁଟ୍ ପରେ ସୁରକ୍ଷା ବୃଦ୍ଧି ପାଇଛି…

ବାସ୍ତବବ୍ୟୁରୋ:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସରକାରୀ ତଥା ଘରୋଇ ଆବାସ ବାହାରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ବାସ୍ତବରେ ରାଜ୍ୟ ଗୁପ୍ତଚର ବିଭାଗ ସିନ୍ଦେଙ୍କ ଜୀବନ ପ୍ରତି ବିପଦ ଥିବା ସୂଚନା ପାଇଛି। ରାଜ୍ୟ ଗୁପ୍ତଚର କମିଶନର ଆଶୁତୋଷ ଡମ୍ବ୍ରେ ଏହା ନିଶ୍ଚିତ କରିବା ପରେ । ଅଧିକାରୀଙ୍କବୈଠକ ଛାଲିଛି ଚାଲିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ହାଇଦ୍ରାବାଦ ପୋଲିସ ଦ୍ୱାରା ତିନି ଜଣ ଲଶ୍କର ଆତଙ୍କବାଦୀଙ୍କୁ ଗିରଫ…

Mon Oct 3 , 2022
ବାସ୍ତବବ୍ୟୁରୋ:ହାଇଦ୍ରାବାଦ ସହରରେ ଆତଙ୍କବାଦୀ ଷଡଯନ୍ତ୍ରର ପର୍ଦାଫାସ କରିଛି ପୋଲିସ। ଏହି ମାମଲାରେ ଆଇଏସଆଇ ଏବଂ ଲଶ୍କର ସମ୍ପୃକ୍ତ ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏହି ଗିରଫ ସହରର ମାଲାକପେଟରୁ ହୋଇଛି । ସେମାନଙ୍କ ନିକଟରୁ ୫ ଟି ମୋବାଇଲ, ନଗଦ ଆର୍ଥ ଏବଂ ୪ ଟି ହ୍ୟାଣ୍ଡ ଗ୍ରେନେଡ ମଧ୍ୟ ଉଦ୍ଧାର କରାଯାଇଛି। ଗିରଫ ଆତଙ୍କବାଦୀମାନେ ଏକ ଫିଡାଏନ୍ ଆକ୍ରମଣ ଯୋଜନା କରୁଥିବା ପୋଲିସ କହିଛି। ଆତଙ୍କବାଦୀମାନେ ଅବଦୁଲ […]

You May Like

Pin It on Pinterest