ଆଜିର ଖାସ୍ ଖବର

୧-କରୋନା ପାଇଁ ଚିନ ଠାରୁ କ୍ଷତିପୂରଣ ଦାବି କଲା ICJ । ଜାତିସଂଘ ମାନବାଧିକାର ପରିଷଦରେ ପିଟିସନ ଦାୟର।

୨-ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ଛୁଇଁଲା, ଗୋଟିଏ ଦିନରେ ୧୫ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ।

୩-ଆଜିଠୁ ଜନଧନ ଖାତାଧାରୀ ମହିଳାଙ୍କୁ ଟଙ୍କା ପ୍ରଦାନ ଆରମ୍ଭ।

୪-ଗତକାଲି ରାତି ୮ଟା ଠାରୁ ଘରୁ ଗୋଡ କାଢିବା ମନା । ଭୁବନେଶ୍ୱର, କଟକ ଓ ଭଦ୍ରକରେ ୪୮ ଘଣ୍ଟା ଯାଏଁ ସମ୍ପୂର୍ଣ୍ଣ ସଟଡାଉନ୍ କଲେ ସରକାର।

୫-ଦୁଇ ଦିନରେ ଦେଶରେ ୬୪୭ ନୂଆ କରୋନା ସଂକ୍ରମିତ, ସମସ୍ତେ ତବଲିଗି ଜମାତ ସହିତ ସମ୍ପୃତ।

୬-ବମିଖାଲ ଅଞ୍ଚଳରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସରକାରଙ୍କ ବଡ଼ ପଦକ୍ଷେପ । ସଂକ୍ରମିତ ଅଞ୍ଚଳ ଭାବେ ଘୋଷଣା କରି ବମିଖାଲକୁ କଲେ ସିଲ୍, କୌଣସି ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ ।

୭-TRPର ସବୁ ରେକର୍ଡ ଭାଙ୍ଗିଲା ରାମାୟଣ, ମାତ୍ର ୪ ଦିନରେ ଦେଖିଲେ ୧୭୦ ମିଲିୟନ ଦର୍ଶକ।

୮-ସଟଡାଉନ ପୁର୍ବରୁ ରାଜଧାନୀରେ ଅସମ୍ଭାଳ ଭିଡ଼, ବଜାର ଲୋକାରଣ୍ଯ,ବାରଙ୍ଗରେ ଲାଠି ଚାର୍ଜ।

୯-ଏପ୍ରିଲ ୫ ରାତି ୯ଟାରେ ଘରର ଲାଇଟ ବନ୍ଦ କରି ଦେଶ ପାଇଁ ୯ ମିନିଟ୍ ଦେବା ପାଇଁ ନିବେଦନ କଲେ ପ୍ରଧାନମନ୍ତ୍ରୀ ମୋଦି।

୧୦-ଫୁଲବାଣୀରେ ହେବ କୋଭିଡ୍‌ ହସପିଟାଲ:୧୫୦ ଶଯ୍ୟା,୧୦ ICU ୭ଦିନ ଭିତରେ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ।

୧୧-କେନ୍ଦ୍ରର କରୋନା ମୁକାବିଲା ସହାୟତା : ରାଜ୍ୟ ଗୁଡ଼ିକୁ ୧୧୦୯୨ କୋଟି ।

୧୨-ଓଡ଼ିଶାରେ ଷଷ୍ଠ କରୋନା ପଜିଟିଭ୍ ଚିହ୍ନଟ : ଦିଲ୍ଲୀରୁ ଫେରିଥିଲେ ଆକ୍ରାନ୍ତ ବ୍ୟକ୍ତି, ଟ୍ୱିଟ୍ କରି ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।

୧୩-ଛତିଶଗଡ:ଲକଡାଉନରେ ଜନ୍ମ ନେଲେ ଯାଆଁଳା ସନ୍ତାନ, ବାପା-ମା ପୁଅ ନା ରଖିଲେ COVID ଏବଂ ଝିଅ ନା ରଖିଲେ corona।

୧୪-ପୁଞ୍ଜି ବଜାରରେ ହ୍ରାସ ଧାରା ଜାରି,୬୭୪ ପଏଣ୍ଟ ଖସିଲା ସେନସେକ୍ସ୍।

୧୫-ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ଛୁଇଁଲା, ଗୋଟିଏ ଦିନରେ ୧୫ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ।

୧୬-ଗତକାଲି ରାତି ୮ଟା ଠାରୁ ଘରୁ ଗୋଡ କାଢିବା ମନା । ଭୁବନେଶ୍ୱର, କଟକ ଓ ଭଦ୍ରକରେ ୪୮ ଘଣ୍ଟା ଯାଏଁ ସମ୍ପୂର୍ଣ୍ଣ ସଟଡାଉନ୍ କଲେ ସରକାର।

୧୭-ବମିଖାଲ ଅଞ୍ଚଳରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସରକାରଙ୍କ ବଡ଼ ପଦକ୍ଷେପ । ସଂକ୍ରମିତ ଅଞ୍ଚଳ ଭାବେ ଘୋଷଣା କରି ବମିଖାଲକୁ କଲେ ସିଲ୍, କୌଣସି ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ ।

୧୮-ସଟଡାଉନ ପୁର୍ବରୁ ରାଜଧାନୀରେ ଅସମ୍ଭାଳ ଭିଡ଼, ବଜାର ଲୋକାରଣ୍ଯ,ବାରଙ୍ଗରେ ଲାଠି ଚାର୍ଜ।

୧୯-ଫୁଲବାଣୀରେ ହେବ କୋଭିଡ୍‌ ହସପିଟାଲ:୧୫୦ ଶଯ୍ୟା,୧୦ ICU ୭ଦିନ ଭିତରେ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୨୦ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

Sat Apr 4 , 2020
ବାସ୍ତବ ବ୍ୟୁରୋ-ରାଜ୍ୟରେ ଦିନ କୁ ଦିନ କରୋନା ଆକ୍ରାନ୍ତଙ୍କ ବୃଦ୍ଧିପାଇବାରେ ଲାଗିଲାନି । ଆଜି ଗୋଟିଏ ଦିନରେ ୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ସୂର୍ଯ୍ୟନଗର ୫ମ ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରାଙ୍କ ସଂସ୍ପର୍ଶରେ ଆସି ୭ ସଂକ୍ରମିତ । ପ୍ରଦୀପ୍ତଙ୍କ ସ୍ତ୍ରୀ, ଝିଅଙ୍କ ସମେତ ତାଙ୍କ ଘରେ ଭଡାରେ ରହୁଥିବା ବ୍ୟକ୍ତି ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର […]

You May Like

Pin It on Pinterest