କଟକ ଦଶହରା ଭସାଣୀ ଵେଳେ ଦୁଇ ଗୋଷ୍ଟି ମଧ୍ୟରେ ଗଣ୍ଡଗୋଳରୁ ତୀଵ୍ର ଉତ୍ତେଜନା…

ସଞ୍ଜୟ ଶତପଥୀ(କଟକ): କଟକ ଦଶହରା ଭସାଣୀ ଵେଳେ ଦୁଇ ଗୋଷ୍ଟି ମଧ୍ୟରେ ଗଣ୍ଡଗୋଳରୁ ତୀଵ୍ର ଉତ୍ତେଜନା ଦେଖାଦେଇଛି ।ଖବର ଅନୁଯାଇ ଝାଞ୍ଜିରିମଙ୍ଗଳା ଗଡା ନିକଟରେ ଦୁଇ ପୂଜା ମଣ୍ଡପର କର୍ମୀ ମୁହାଁମୁହିଁ ହେବା ଫଳରେ ପ୍ରଵଳ ଟେକା ପଥର ଓ ଲାଠିମାଡ ମାଡ ହୋଇଥିବା ଜଣାପଡ଼ିଛି ।

ବାଦୁଆ ବର୍ଷା ଭସାଣି ମଜାକୁ ପାଣିଚିଆ କରିଥିବା ବେଳେ,ମାଆଙ୍କ ପ୍ରସେସନକୁ ନେଇ,କୁସୀନପୁର ଓ ମୁନ ଷ୍ଟାର କ୍ଲଵ ମଧ୍ୟରେ ଗଣ୍ଡଗୋଳ ହୋଇଛି ।ହେଲେ କଟକର ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା କର୍ତବ୍ୟ ନିଷ୍ଠ ପୋଲିସ ଅଧିକାରୀ ମାନେ ସ୍ଥିତି ନିୟନ୍ତ୍ରଣ ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଶାନ୍ତି ଶୃଙ୍ଖଳା ମଧ୍ୟରେ ସୋନପୁରରେ ଦୁର୍ଗତିନାଶିନୀ ମା'ଦୁର୍ଗାଙ୍କ ପୂଜା ସମାପନ ହେଲା ...

Thu Oct 6 , 2022
ନମୋଗୁରୁ ହୋତା(ସୋନପୁର)୦୬।୧୦: ଦୁର୍ଗତିନାଶିନୀ ମା ଦୁର୍ଗାଙ୍କ ପୂଜାକୁ ନେଇ ସାରା ସୋନପୁର ଉତ୍ସବମୁଖର ହୋଇଉଠିଥିଲା l ସାଜସଜ୍ଜା ସାଙ୍ଗକୁ ମନ୍ତ୍ର ଧ୍ବନିରେ କମ୍ପି ଉଠୁଥିଲା ଗାଁଠୁ ସହର l ମା’ ଦୁର୍ଗତି ନାଶିନୀ ଦୁର୍ଗାଙ୍କ ରୀତିନୀତି ଅନୁଯାୟୀ ଷଷ୍ଠିରୁ ଆରମ୍ଭ ହୋଇ ଦଶମୀରେ ଶେଷ ହୋଇଛି l କରୋନା ମହାମାରୀ ପାଇଁ ଗତ ଦୁଇବର୍ଷ ହେବ ପରଦା ପଛରେ ମାଙ୍କ ପୂଜାର୍ଚ୍ଚନା ହେଉଥିଲା । ଚଳିତ ବର୍ଷ ସଂପୂର୍ଣ୍ଣ ଭାବରେ […]

You May Like

Pin It on Pinterest