ମୁଁ ପାକିସ୍ତାନରୁ କହୁଛି, ମୁମ୍ବାଇର ଏସବିଆଇ ମୁଖ୍ୟାଳୟକୁ ଧମକପୂର୍ଣ୍ଣ ଫୋନ…

ବାସ୍ତବବ୍ୟୁରୋ:ଋଣ ନେବାକୁ ମୁମ୍ବାଇର ଏସବିଆଇ ମୁଖ୍ୟାଳୟରେ ଏକ ଧମକପୂର୍ଣ୍ଣ କଲ ଆସିଥିଲା। କଲ୍ କରୁଥିବା ବ୍ୟକ୍ତି କହିଛନ୍ତି ଯେ ମୁଁ ପାକିସ୍ତାନରୁ କହୁଛି। ମୁଁ ବ୍ୟାଙ୍କରୁ ଲୋନ ମାଗିଥିଲି, ଯାହା ଦିଆଯାଇନାହିଁ । ଯଦି ମୁଁ ଠିକ୍ ସମୟରେ ଲୋନ ନ ପାଏ, ତେବେ ମୁଁ ବ୍ୟାଙ୍କର ଅଧ୍ୟକ୍ଷଙ୍କୁ ଅପହରଣ କରିବି ଓ ତାଙ୍କୁ ହତ୍ୟା କରିବି।

ଯଦି ତାଙ୍କ ଦାବି ପୂରଣ ନହୁଏ ତେବେ ସେ ଦକ୍ଷିଣ ମୁମ୍ବାଇରେ ଥିବା ଏସବିଆଇ କାର୍ଯ୍ୟାଳୟକୁ ଉଡ଼ାଇ ଦେବେ ବୋଲି କଲର୍ ଦାବି କରିଛନ୍ତି। ମେରାଇନ୍ ଡ୍ରାଇଭ୍ ପୋଲିସ୍ ଏକ ଅଭିଯୋଗ ପଞ୍ଜିକରଣ କରିଛି। ଏହି ଘଟଣାରେ ଅଧିକ ଅନୁସନ୍ଧାନ କରାଯାଉଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

"ମା ଭାରତୀ କେ ସପୁତ" ୱେବସାଇଟ୍ ଉନ୍ମୋଚିତ,ଏହା ମାଧ୍ୟମରେ ସାଧାରଣ ବ୍ୟକ୍ତି ମଧ୍ୟ ଶହୀଦଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାରେ ସମର୍ଥ ହେବେ...

Sat Oct 15 , 2022
ବାସ୍ତବବ୍ୟୁରୋ:ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦିଲ୍ଲୀର ନ୍ୟାସନାଲ ମେମୋରିଆଲ କମ୍ପ୍ଲେକ୍ସରେ ମା ଭାରତୀ କେ ସପୁତ ୱେବସାଇଟ୍ ଲଞ୍ଚ କରିଛନ୍ତି। କମ୍ପ୍ଲେକ୍ସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ଏହି ୱେବସାଇଟ୍ ଲଞ୍ଚ କରିଥିଲେ। ଯୁଦ୍ଧ ସମୟରେ ସହିଦ ହୋଇଥିବା କିମ୍ବା ଆହତ ହୋଇଥିବା ଦେଶର ସୈନିକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଏହି ୱେବସାଇଟ୍ ତିଆରି କରାଯାଇଛି। ୱେବସାଇଟ୍ ଅଧୀନରେ ଏକ ହଜାରରୁ ଅଧିକ ଆହତ ଯବାନଙ୍କୁ […]

You May Like

Pin It on Pinterest