
ବାସ୍ତବବ୍ୟୁରୋ:ସୈନିକମାନଙ୍କ ସହ ଦିୱାଲୀ ପାଳନ କରିବାର ପରମ୍ପରାକୁ ବଜାୟ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଗିଲରେ ପହଞ୍ଚିଛନ୍ତି। ୨୦୧୪ ରେ ପ୍ରଥମ ଥର ପାଇଁ ସେ ସୈନିକମାନଙ୍କ ସହ ଦିୱାଲୀ ପାଳନ କରିଥିଲେ। ସେହି ଦିନଠାରୁ, ପ୍ରତିବର୍ଷ ସେ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ନିଜ ଘରୁ ଦୂରରେ ରହୁଥିବାସୈନିକମାନଙ୍କ ସହିତ ଦୀପାବଳି ପର୍ବ ପାଳନ କରିଆସୁଛନ୍ତି ।



