ଆଜିର ଖାସ୍ ଖବର

୧-୨୪ ଘଣ୍ଟାରେ ଆଉ ୫ ଆତଙ୍କବାଦୀଙ୍କୁ ନିପାତ କଲେ ଭାରତୀୟ ସେନା ; ମୋଟ୍‌ ୯ ନିହତ, ୩ ସହିଦ୍।

୨-ସାମାଜିକ ଦୂରତା ନମାନିଲେ ମାଡ଼ ମାରିବ ପୋଲିସ । ସ୍ପଷ୍ଟ ନିର୍ଦ୍ଦେଶ ଦେଲେ ସରକାର, ଆଜିଠୁ ବାହାରେ ବୁଲୁଥିବା ଲୋକଙ୍କ ଉପରେ ରହିବ କଡା ନଜର ।

୩-ଭୁବନେଶ୍ୱର:କିଣାକିଣି ପାଇଁ ବିନା ଗାଡ଼ିରେ ଯିବାକୁ ପୁଲିସ୍‌ କମିଶନରଙ୍କ କଡ଼ା ନିର୍ଦ୍ଦେଶ।

୪-ଦୋକାନୀଙ୍କ ପାଇଁ ଆଜିଠୁ କଡା ନିୟମ । ସାମାଜିକ ଦୂରତା ବଜାର ରଖିବାକୁ ସବୁ ଦୋକାନୀଙ୍କୁ ନିର୍ଦ୍ଦେଶ । ନିୟମ ଭାଙ୍ଗିଲେ ଦାୟୀ ହେବେ ଦୋକାନୀ, ବନ୍ଦ ହେବ ଦୋକାନ

୫-ପାଣିପାଗ: କାଳବୈଶାଖୀ ସମ୍ଭାବନା,ତାତି କମିବ।

୬-ଏପ୍ରିଲ ୧୪ରେ ସ୍କୁଲ ଖୋଲିବା ସମ୍ପର୍କିତ ନିଷ୍ପତ୍ତି: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ

୭-TikTok କୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି YouTube, ଖୁବଶୀଘ୍ର ଲଞ୍ଚ ହେବ Shorts ଆପ୍।

୮-ଭୁବନେଶ୍ୱର, କଟକ ଓ ଭଦ୍ରକରେ ଆଜି ସକାଳ ୭ଟାରୁ ଖୋଲିବ ତେଜରାତି ଦୋକାନ।

୯-କଟକରେ ପୁଲିସ୍‌କୁ ଗାଳି, ଢେଲାମାଡ଼ : ୩୫ଜଣଙ୍କ ବିରୋଧରେ ଏତଲା

୧୦-ଖୁବ ଶୀଘ୍ର WhatsApp ରେ ଆସୁଛି ମଲ୍ଟି ଡିଭାଇସ ଏବଂ ଅଟୋ ଡିଲିଟ ସପୋର୍ଟ।

୧୧-କୁଚିଣ୍ଡା : ଦେଶୀ ମଦଭାଟି ବନ୍ଦ ରହିଥିବାବେଳେ ରନ୍ଧା ମଦ ସାମଗ୍ରୀ ଜବତ।

୧୨-ଜୀବନ ବୀମା ପଲିସିଧାରୀଙ୍କୁ ଆଶ୍ଵସ୍ତି: ପ୍ରିମିୟମ ପୈଠ ପାଇଁ ମିଳିଲା ଆହୁରି ୩୦ ଦିନ ସମୟ।

୧୩-ଭବିଷ୍ୟନିଧି ପାଣ୍ଠି ସଦସ୍ୟଙ୍କ ପାଇଁ ଅନଲାଇନରେ ତଥ୍ୟ ସଂଶୋଧନ ହେବ ସହଜ।

୧୪-ନୂଆଦିଲ୍ଲୀ:୮୯ ବର୍ଷ ବୟସରେ ପୁଣି ପିତା ହେବେ, ଫର୍ମୁଲା ୱାନର ପୂର୍ବତନ ବସ୍ ବର୍ନି ଏକ୍ଲେଷ୍ଟୋନର।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଥାମୃତ

Mon Apr 6 , 2020
କୁରୁକ୍ଷେତ୍ର ଯୁଦ୍ଧ ପରେ ଥରେ ପାଞ୍ଚଭାଇ ଶ୍ରୀକୃଷ୍ଣ ଠାକୁର ଙ୍କୁ ପଚାରିଲେ ?ପ୍ରଭୁ ଏ ଦ୍ବାପର ଯୁଗପରେ ଯେଉଁ କଳିଯୁଗ ଆସିବ, ସେତେବେଳେ ସମାଜର, ବ୍ୟକ୍ତି ବିଶେଷଙ୍କ ସ୍ବଭାବ କେମିତି ରହିବ ? ଭଗବାନ କୃଷ୍ଣ ପାଞ୍ଚ ଭାଇଙ୍କୁ କହିଲେ ତୁମେମାନେ କିଛି ସମୟ ପାଇଁ ବାହାରେ ବୁଲିକି ଆସ, ଯିଏ ଯାହା ଦେଖିବ, ମୋତେ ଆସି କୁହ ତା’ପରେ ମୁଁ ତୁମ ପ୍ରଶ୍ନର ଉତ୍ତର ଦେବି ।ପାଞ୍ଚ ଭାଇ […]

You May Like

Pin It on Pinterest