ଭାରତୀୟ ଜନତା ପାର୍ଟି ଚାନ୍ଦୋଳ ମଣ୍ଡଳ ତରଫରୁ ସାମ୍ବାଦିକ ସମ୍ବିଳନୀ…

ଜୟନ୍ତ ଶତପଥୀ(ଚାନ୍ଦୋଳ):୧୨/୧୧- ଆଜି ଚାନ୍ଦୋଳ ଠାରେ ଭାରତୀୟ ଜନତା ପାର୍ଟି ଚାନ୍ଦୋଳ ମଣ୍ଡଳ ତରଫରୁ ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି ।

ଏହି ସମ୍ବିଳନୀ ରେ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ଚାନ୍ଦୋଳ ମଣ୍ଡଳ ସଭାପତି ସୁରେନ୍ଦ୍ର କୁମାର ମଳିକ, ଦାନପୁର ପୂର୍ବତନ ସରପଞ୍ଚ ବିଭୁଦେନ୍ଦୁ ପଣ୍ଡା, ଚଉଦ ନମ୍ବର ଜୋନ ଜିଲ୍ଲାପରିଷଦ ପ୍ରାଥୀନୀ ମମତା ସେଠୀ ପ୍ରମୁଖ ଅଭିଭାଷଣ ରଖିଥିଲେ ।

ପ୍ରମୁଖ ସମସ୍ୟା ଗୁଡିକ ମଧ୍ଯରେ, ଦାନପୁର ସେତୁ ର ଆପ୍ରଜୋ ରୋଡ, ଚାନ୍ଦୋଳ ମେଡିକାଲ ରେ ଡାକ୍ତର ଅଭାବ, ଚାନ୍ଦୋଳ ପୋଲିସ ସହାୟତା କେନ୍ଦ୍ରକୁ ଥାନାରେ ପରିଣତ କରିବା, ଏବଂ ଅନେକ ପଞ୍ଚାୟତ ରେ M G N R Y ରେ ଦୁର୍ନୀତି, ଚାନ୍ଦୋଳ ଠାରେ ଅଗ୍ନିଶମ କେନ୍ଦ୍ର ସ୍ଥାପନ ଆଦି ପ୍ରମୁଖ ଦାବୀ ରଖିଥିଲେ, ଯଦି ଏହା ପୂରଣ ନକରନ୍ତି ଆଗାମୀଦିନରେ ଜନଆନ୍ଦୋଳନ କରାଯିବ ବୋଲି ରାଜ୍ୟ ପ୍ରବକ୍ତା ତେଜେଶ୍ଵର ପରିଡା ପ୍ରଶାସନକୁ ଚେତାବନୀ ଦେଇଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କିଛି ଲୋକ ହାତାସ, ଭୟ ଓ ଅନ୍ଧବିଶ୍ୱାସ କାରଣରୁ ମୋଦୀଙ୍କୁ ଗାଳି ଦେଉଛନ୍ତି- ପ୍ରଧାନମନ୍ତ୍ରୀ

Sat Nov 12 , 2022
 ବାସ୍ତବ ବ୍ୟୁରୋ : ଆଜି(ଶନିବାର) ତେଲେଙ୍ଗାନା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲେଙ୍ଗାନାର ବିଜେପିକର୍ମୀଙ୍କୁ ସମ୍ବୋଧନ କରି କହିଛନ୍ତି, ମୁଁ ପ୍ରତିଦିନ ୨-୩ କିଲୋ ଗାଳି ଖାଉଛି। ହେଲେ ଏହି ଗାଳିଗୁଡ଼ିକ ମୋ ପାଇଁ ପୋଷଣ ହେଇଯାଉଛି। ଏଥିରୁ ମୋତେ ଉର୍ଜା ମିଳୁଛି। ଆଉ ମୁଁ ଜନାତଙ୍କ ସେବା କରିପାରୁଛି । ଏହି ଗାଳିଗୁଡ଼ିକୁ ଦେହକୁ ନ ନନେବାକୁ ସେ କର୍ମୀଙ୍କୁ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ” କିଛି ଲୋକ ହାତାସ, ଭୟ […]

You May Like

Pin It on Pinterest