ଓଡ଼ିଶାର କୋଭିଡ଼୍ ହସ୍ପିଟାଲ ସଂଖ୍ୟା ଅନ୍ୟ ରାଜ୍ୟ ଠାରୁ ଅଧିକ

ବାସ୍ତବ ବ୍ୟୁରୋ-ଓଡ଼ିଶାର କୋଭିଡ଼୍ ହସ୍ପିଟାଲ ସଂଖ୍ୟା ଅନ୍ୟ ରାଜ୍ୟ ଠାରୁ ଅଧିକ । ୮ଟି କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି ଓ ସେଠାରେ ୧୫୯୭ଟି ଶଯ୍ୟା ରହିଛି। ସେହିପରି ଆଗାମୀ ଦିନରେ କୋଭିଡ୍‌ ହସ୍ପିଟାଲର ସଂଖ୍ୟା ବୃଦ୍ଧି କରିବା ସହ ଶଯ୍ୟା ସଂଖ୍ୟାକୁ ୬୦୦୦କୁ ବୃଦ୍ଧିି କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବା ସାମ୍ବାଦିକ ସମ୍ମଳନୀରେ କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଅନ୍ୟ ରାଜ୍ୟ ଅପେକ୍ଷାରେ ଓଡ଼ିଶାରେ କୋଭିଡ଼୍ ହସ୍ପିଟାଲ ସଂଖ୍ୟା ଅଧିକ ରହିଛି । ଆମ ପାଖରେ ଟେଷ୍ଟିଂ କିଟ୍ ଉପଯୁକ୍ତ ପରିମାଣରେ ଅଛି । ରାଜ୍ୟରେ ପିପିଇ ମଧ୍ୟ ଉପଯୁକ୍ତ ପରିମାଣରେ ଅଛି ।ଏହାସହ ଭାରତ ଓ ଭାରତ ବାହାରୁ ପିପିଇ ଆଣିବାକୁ ଚେଷ୍ଠା କରାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri Apr 10 , 2020
୧-ଆର୍ଟ ଅଫ୍‌ ଗିଭିଂ ଶାଖା ପକ୍ଷରୁ ଜଳେଶ୍ୱର ଅଞ୍ଚଳରେ ଲୋକଙ୍କୁ ମାଗଣାରେ କରାଗଲା ମାସ୍କ ବଣ୍ଟନ। ୨-ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ବଢାଇଲା ଲକଡାଉନ ଅବଧି । ଏପ୍ରିଲ ୩୦ ଯାଏଁ ତାଲାବନ୍ଦ, ଜୁନ ୧୭ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ । ମୁଖ୍ୟମନ୍ତ୍ରୀ କହିଲେ, ଜୀବନ ଆଗ ପଛେ ଅର୍ଥନୀତି । ୩-ଭୁବନେଶ୍ୱର:ମାସ୍କ ନ ପିନ୍ଧିଲେ ପେଟ୍ରୋଲ ପମ୍ପରେ ମିଳିବନି ତେଲ, ୨୦୦ରୁ ୫୦୦ଟଙ୍କା ଜୋରିମାନା। ୪-ନୁଆ […]

You May Like

Pin It on Pinterest