ଚାନ୍ଦବାଲି ଏନ ଏସି ସତ୍ୟସାଇ ସେବା ସଂଗଠନ ଆଶ୍ରମରେ ପ୍ରେମ ସଂଜିବବୀ ରକ୍ତଦାନ ଶିବିର…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୮-୧-୨୦୨୨:ଭଦ୍ରକ ଜିଲ୍ଲା ସତ୍ୟସାଇ ସେବା ସଂଗଠନ ଆହାନରେ ଚାନ୍ଦବାଲିରେ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ଚାନ୍ଦବାଲି ଏନ ଏସି ସତ୍ୟସାଇ ସେବା ସଂଗଠନ ଆଶ୍ରମ ପରିସରରେ ଶୀତ କାଳିନ ସ୍ବତନ୍ତ୍ର ପ୍ରେମ ସଂଜୀବନୀ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି ।

ଏହି ରକ୍ତଦାନ ଶିବିରରେ ଚାନ୍ଦବାଲି ସତ୍ୟସାଇ ସେବା ସଂଗଠନର ଆବାହକ ରବିନ୍ଦ୍ର ଭୋଳଙ୍କ ସହିତ ଭଦ୍ରକ ବ୍ଲଡ ବ୍ୟାଙ୍କର ଡ଼ାକ୍ତର ଶରତ ଆଚାର୍ଯ୍ୟ ଯୋଗ ଦେଇ ଶିବରକୁ ଉଦଘାଟାନ କରିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସାଇ ଭଦ୍ରକ ୨ର ଜିଲ୍ଲା ଯୁବ ସଂଜଯୋକ ସଂଜୟ କୁମାର ଦାସ, ଜିଲ୍ଲା ସେବା ସଂଯୋଜିକା ଦେବକୀ ଦାଶ , ଚାନ୍ଦବାଲି ସମତିର ସମସ୍ତ କାର୍ଯ୍ୟକତା ପ୍ରମୁଖ ଯୋଗଦେଇଥିଲେ। ଏହି ରକ୍ତଦାନ ଶିବିରରେ ମୋଟ ୩୦ୟୁନିଟ ରକ୍ତ ସଂଗ୍ରହ କାରାଯାଇଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

BSNL ଏୟାରଟେଲ-ଜିଓ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ: ସରକାରୀ ଟେଲିକମ୍ କମ୍ପାନୀ BSNL ଏପ୍ରିଲ୍ ୨୦୨୪ ସୁଦ୍ଧା 5G ସେବା ଆରମ୍ଭ କରିବ...

Sun Jan 8 , 2023
ନୂଆଦିଲ୍ଲୀ: BSNLଏୟାରଟେଲ ଓ ଜିଓ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ: ସରକାରୀ ଟେଲିକମ୍ କମ୍ପାନୀ BSNL ଏପ୍ରିଲ୍ ୨୦୨୪ ସୁଦ୍ଧା 5G ସେବା ଆରମ୍ଭ କରିବ |ଏୟାରଟେଲ ଏବଂ ଜିଓ ପରେ ବର୍ତ୍ତମାନ ସରକାରୀ ଟେଲିକମ୍ କମ୍ପାନୀ ‘ଭାରତ ସଞ୍ଚାର ନିଗମ ଲିମିଟେଡ୍’ (ବିଏସ୍ଏନ୍ଏଲ୍) ମଧ୍ୟ ଏହାର 5G ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କେନ୍ଦ୍ର ଆଇଟି ଏବଂ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା […]

You May Like

Pin It on Pinterest