ହରିଣ ମାଂସ ଚାଲାଣ ସନ୍ଦେହରେ ଦୁଇ ଜଣକୁ ଗିରଫ କଲା ଧାମରା ବନଵିଭାଗ…

ଚାନ୍ଦବାଲି(ଦେବକାନ୍ତ ମହାନ୍ତି): ଧାମରା ବନ ବିଭାଗର ଫରେଷ୍ଟର କୁମୁଦ ସାହୁ ଓ ଗାର୍ଡ ପ୍ରଶାନ୍ତ ସାହୁ ବିଶେଷ ସୂତ୍ରରୁ ଖବର ପାଇ ଧାମରା ନିକଟସ୍ଥ କାଲିନାଲି ଘାଟ ନିକଟରୁ କୋଡିଏ କିଲୋ ମାଂସ ସହ ଗୋଟେ ବୋଟକୁ ଜବଦ କରିଛନ୍ତି l

ବୋଟରେ ମାଂସ ନେଇ ଆସୁଥିବା ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ l ଦୁଇ ଜଣ ଯୁବକ ହେଲେ ସେକ ହୁସେନ ଓ ମୋତିଲାଲ ମଣ୍ଡଳ l ବନବିଭାଗ କର୍ମଚାରୀଙ୍କୁ ଏହି ଦୁଇ ଜଣ ଯୁବକ ଘୁଷୁରୀ ମାଂସ କହୁଥିବା ବେଳେ ଫରେଷ୍ଟେର ଏହାକୁ ଗ୍ରହଣ ନ କରି ଫରେନସିକ ଟେଷ୍ଟ ପାଇଁ ପଠାଇଛନ୍ତି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକର ଦିବ୍ୟାଙ୍ଗ ସେକ ରେହମାନ ଙ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ତିନିଚକିଆ ସାଇକେଲରେ ଦିଲ୍ଲୀ ଯାତ୍ରା...

Thu Jan 26 , 2023
ସଂଜୟଶତପଥୀ(କଟକ): ଆଜି ୭୪ତମ ପବିତ୍ର ସ୍ୱାଧୀନତା ଦିବସରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଚଣ୍ଡ ସମର୍ଥକ ବାଉଁଶ ଗଳିର ସେକ ରେହମାନ (ଦିବ୍ୟାଙ୍ଗ) ଭାଇ ମୋଦିଜୀଙ୍କୁ ତାଙ୍କର ଭାରତରେ ତଥା ବିଶ୍ୱରେ କରିଚାଲିଥିବା ମହାନ କାର୍ଯ୍ୟ ପାଇଁ ଶୁଭେଚ୍ଛା ଜଣାଇବାକୁ ତଥା ଦିବ୍ୟାଙ୍ଗ ଭାଇ ମାନଙ୍କ ଦୁଃଖ ଜଣାଇବାକୁ ନିଜ ହାତ ତିଆରି ତିନିଚକିଆ ସାଇକେଲ ଚଲାଇ ନେତାଜୀଙ୍କ ଜନ୍ମସ୍ଥାନ ଓଡ଼ିଆ ବଜାରରୁ ଦିନ ୧୦ଟାରେ ଦିଲ୍ଲୀ ଯାତ୍ରା ଶୁଭାରମ୍ଭ […]

You May Like

Pin It on Pinterest