ଚାନ୍ଦବାଲି: ଜଳେଶ୍ଵରପୁରରେ 5ଟି ସ୍କୁଲ ପରିସରରେ ମାଟି ଫିଲିଙ୍ଗ ପାଇଁ ସରକାରୀ ସ୍ଥାନରୁ ରାତ୍ରୀରେ ମାଟି ଚୋରୀ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୦୨-୦୨-୨୦୨୩ ରାତ୍ରୀରେ ଜେସିବ ମେସିନ ସାହର୍ଯ୍ୟରେ ହେଉଛି ଲକ୍ଷାଧ୍ୟକ ଟଙ୍କାର ମାଟି ଚୋରୀ , ସେହି ମାଟିକୁ ସରକାରୀ ସ୍ଥାନରୁ ଉଠାଯାଇ ପୁଣି ସରକାରୀ କାର୍ଯ୍ୟଦେଶରେ ବିନିଯୋଗ କରାଯାଉଛି । ଏପଟେ ନାଳ ଖୋଳା ପାଇଁ ମନରେଗା ସାହାଯ୍ଯରେ ପ୍ରଜେକ୍ଟ ପାଇଁ ଆଗୁଆ ନାଳରୁ ମାଟି ଉଠାଯାଉଛି ପୁଣି ସେହି ମାଟିକୁ ୫ ଟି ସ୍କୁଲରେ ମାଟି ଫିଲିଙ୍ଗ କରାଯାଉଛି।

ଏପେଟେ ସରକାରଙ୍କ ରାଜସ୍ବ ଫାଙ୍କି ମାଟି ଉଠାଣ ଚାଲିଛି ଅନ୍ୟପଟେ ସେହି ମାଟିକୁ ପୁଣି ୫ ଟି ଯେଜନାରେ ଫିଲିଙ୍ଗ କରାଯାଇ ହେଉଛି ବିଲ । ରାତ୍ରୀ ସମୟରେ ଏକାଧିକ ଟ୍ରାକ୍ଟର ଓ ଜେସିବ ମେସିନ ଲଗାଇ କରାଯାଉଛି ମାଟି ଚୋରୀ ଯାହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ।

ଜଳେଶ୍ବର ପୁର ର ସ୍ଥାନୀୟ ଲୋକଙ୍କ ପକ୍ଷରୁ ଚାନ୍ଦବାଲି ତହସିଲଦାର ,ଚାନ୍ଦବାଲି ବିଡ଼ିଓ ଏବଂ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ ପ୍ରଶାସନର ନିରବଦ୍ରଷ୍ଟା ସାଜିଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ଏଥିନେଇ ସ୍ଥାନୀୟ ଲୋକଙ୍କ ପକ୍ଷରୁଏକ ବଡ଼ ଧରଣର ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସାମରେ ବାଲ୍ୟ ବିବାହରେ ଯୋଗ ଦେଇଥିବା ୫୨ ପୁରୋହିତ-କାଜି ଗିରଫ: ଏପର୍ଯ୍ୟନ୍ତ ୪,୦୦୦ ରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି, ୧୮୦୦ ଗିରଫ

Fri Feb 3 , 2023
ବାସ୍ତବ ବ୍ୟୁରୋ: ଆସାମ ସରକାର ଆଜି (ଶୁକ୍ରବାର) ବାଲ୍ୟ ବିବାହ ବିରୋଧରେ ଏକ ବଡ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ବାଲ୍ୟ ବିବାହରେ ଯୋଗ ଦେଇଥିବାରୁ ୫୨ ପୁରୋହିତ ଏବଂ କାଜିଙ୍କୁ ଗିରଫ କରାଯାଇଛି। ଡିଜିପି ଜିପି ସିଂ କହିଛନ୍ତି ଯେ ଧୁବ୍ରି, ବାରପେଟା, କୋକରାଝାର, ବିଶ୍ୱନାଥ ଜିଲ୍ଲାରୁ ସର୍ବାଧିକ ଗିରଫ କରାଯାଇଛି। ଏହାପୂର୍ବରୁ ଗୁରୁବାର ସନ୍ଧ୍ୟାରେ ବାଲ୍ୟ ବିବାହ ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ […]

You May Like

Pin It on Pinterest